Home / ମୁଖ୍ୟ ଖବର / ରାବଣ ଭୂମିକାରେ ଅଭିନୟ ପାଇଁ ପୂଜାରେ ବସିଛନ୍ତି ସେବକ,

ରାବଣ ଭୂମିକାରେ ଅଭିନୟ ପାଇଁ ପୂଜାରେ ବସିଛନ୍ତି ସେବକ,

ପୁରୀ: ୨୯/୩/୨୦୨୬ – ପୁରୀ ର ସ୍ୱତନ୍ତ୍ର ଏବଂ ଭିନ୍ନ ପରମ୍ପରା ହେଉଛି ସାହିଯାତ |ଏହି ସାହିଯାତ ପାଇଁ ଦୀର୍ଘ ଦିନ ଧରି ଜାଗା ଆଖଡ଼ା ମାନଙ୍କରେ ପରିଶ୍ରମ ଏବଂ ପ୍ରସ୍ତୁତି କରିବାକୁ ପଡିଥାଏ |ଏହି ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ଅନେକ ପରିଶ୍ରମ ଓ ଅଭ୍ୟାସ କରିବାକୁ ପଡିଥାଏ |ଆଠ ସାହି ଆଖଡା

ମିଳିତ ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ଶ୍ରୀକ୍ଷେତ୍ର ସାହିଯାତ ଅନୁଷ୍ଠିତ ହୋଇଥାଏ |ଶନିବାର ଦଶମୀ ତିଥି ଅବସରରେ ପୁରୀ ସାହି ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି |ଶ୍ରୀ ମନ୍ଦିର ପରମ୍ପରା ଅନୁଯାୟୀ, ବାଲିସାହି ଆଖଡ଼ାରୁ, ବାରାହୀ ମନ୍ଦିର ପରିସରରେ ରାବଣଙ୍କ ମୁଣ୍ଡ ସହିତ ତାତି ପୂଜା କରାଯିବ | ଶ୍ରୀ ମନ୍ଦିରର ସେବାୟତ, ଯିଏ ରାବଣ ଭୂମିକାରେ ଅଭିନୟ କରିବେ, ତିନି ପାରମ୍ପରିକ କଳାକାର ନିରଞ୍ଜନ ଶାହୀ ନାୟକ ମହାବୀର ସୁବୁଦ୍ଧି, ନରସିଂହ ସୁଆର ପ୍ରମୁଖ ପୂଜାରେ ବସିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply