ଅଦ୍ୟ ତା୨୧.୦୬.୨୬ ରିଖ (ରବିବାର) ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ଘୋଡ଼ାବଜାର, ପୁରୀ ପରୀସରରେ ଅନ୍ତର୍ଜାତୀୟ ଯୋଗ ଦିବସ ଏବଂ ବିଶ୍ୱ ସଙ୍ଗୀତ ଦିବସ ପାଳିତ ହୋଇଯାଇଅଛି । ସ୍ଥାନୀୟ ଜିଲ୍ଲାପାଳ ଶିଶୁମାନଙ୍କ ପାଇଁ ବିଦ୍ୟାଳୟ ବନ୍ଦ କରିଥିବା କାରଣରୁ ଶିଶୁମାନଙ୍କୁ ଛାଡି ବିଦ୍ୟାଳୟର ସମସ୍ତ ଳୟରେ ଗୁରୁଜୀ ଗୁରୁମା, ଅଭିଭାବକ ଅଭିଭାବିକା ତଥା ବିଦ୍ଵତ୍ ପରିଷଦର ସମସ୍ତ କାର୍ଯ୍ୟକର୍ତାଙ୍କ ସହିତ ସ୍ଥାନୀୟ ବିଦ୍ୟାଳୟ ପରିପ୍ପଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟାମାନଙ୍କୁ ନେଇ ଅନ୍ତର୍ଜାତୀୟ ଯୋଗ ଦିବସ ଏବଂ ବିଶ୍ବ ସଙ୍ଗୀତ ଦିବସ ପାଳିତ ହୋଇଯାଇଅଛି । ଏଥି ସହିତ ବିଶ୍ଵ ସଙ୍ଗୀତ ଦିବସକୁ ସମ୍ମାନ ଜଣାଇ ବିଦ୍ୟାଳୟ ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ଅଭିଭାବିକା ତଥା ବିଦ୍ବତ୍ ପରିଷଦର ସମସ୍ତ କାର୍ଯ୍ୟକର୍ତାଙ୍କ ସହିତ ସ୍ଥାନୀୟ ଦ୍ୟାଳୟ ପରିପ୍ପଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟାମାନଙ୍କ ଙ୍କ ମଧ୍ୟରେ ଦେଶାତ୍ମବୋଧଗୀତ, ସଙ୍ଗୀତ ସଙ୍ଗୀତଜ୍ଞମାନଙ୍କ ଟୋଚିତ୍ର ପ୍ରଦର୍ଶନ, ବକ୍ତୃତା ଓ ସାମୂହିକ ଗୀତ ଇତ୍ୟାଦି ସଙ୍ଗୀତ ଭିତିକ ପ୍ରତିଯୋଗିତାମାନ ପ୍ରଦର୍ଶ ଦର୍ଶନ କରାଯାଇ ପୁରସ୍କୃତ କରାଯାଇଥିଲା । ଏହି ଅବସରେ ବିଦ୍ୟାଳୟ ପ୍ରଧାନାୱର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ବ୍ୟକ୍ତିଗତ ସ୍ତରରେ ଜଣେ ( ସଙ୍ଗୀତ ବିଶାରଦ)ଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସୁଋରୂପେ ସମ୍ପାଦନ ହୋଇଥିଲା ।
ଅନ୍ତର୍ଜାତୀୟ ଯୋଗ ଦିବସ ଏବଂ ବିଶ୍ଵ ସଙ୍ଗୀତ ଦିବସ











