Home / ମୁଖ୍ୟ ଖବର / ଜଗନ୍ନାଥ ଧାମ ପୁରୀ ର ବ୍ରାହ୍ମଣ ସମାଜ ତରଫରୁ ଅସି ତମ ସ୍ୱାଧୀନତା ଦିବସ

ଜଗନ୍ନାଥ ଧାମ ପୁରୀ ର ବ୍ରାହ୍ମଣ ସମାଜ ତରଫରୁ ଅସି ତମ ସ୍ୱାଧୀନତା ଦିବସ

ଜଗନ୍ନାଥ ଧାମ ପୁରୀ ର ବ୍ରାହ୍ମଣ ସମାଜ ତରଫରୁ ଅସି ତମ ସ୍ୱାଧୀନତା ଦିବସ ଶ୍ରୀ ମନ୍ଦିର ଦକ୍ଷିଣ ଦ୍ୱାର ପ୍ରାଙ୍ଗଣରେ ଉଦଯାପିତ ହୋଇ ଯାଇଛି.ଏଥିରେ ସଭାପତି ଭାବେ ଶ୍ରୀଯୁକ୍ତ ସନ୍ତୋଷ ଦାଶ ସମ୍ପାଦକ ଶ୍ରୀଯୁକ୍ତ ରତିକାନ୍ତ ଦାଶ ଶର୍ମା ମୁଖ୍ୟ ଅତିଥି ଭାବେ ଅଧ୍ୟ୍ୟପାକ ଶ୍ରୀଯୁକ୍ତ ଦୟାନିଧି ପଣ୍ଡା ସାନମାନିତ ଅତିଥି ବିଷ୍ଣୁ ଦତ୍ତ ଦାସ

ଏହା ବ୍ୟତୀତ ପ୍ରଦୀପ ପଣ୍ଡା. ବୈଦନାଥ ପଣ୍ଡା ତପନ ରଥ. ଦୈତାରୀ ପ୍ରସାଦ ଦାଶ . ଶୁଭାଶିଷ ମହାପାତ୍ର. ବଳରାମ ଦାଶ ମାଧବ ପଣ୍ଡା ଙ୍କ ସହିତ ଅନେକ ବ୍ରହ୍ମଣ ମାନେ ଯୋଗ ଦେଇଥିଲେ. ସଭାରେ ବ୍ରହ୍ମଣ ମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କ ରେ ଆଲୋଚନା ହୋଇ ଉତ୍ତର ଦ୍ୱାର ପଟେ ଶ୍ରାଧ ପାଇଁ ବସି ଥିବା ବ୍ରହ୍ମଣ ପାଖରେ ଗାଡି ରଖୁ ଥିବାରୁ ଅସୁବିଧା ହେଉଛି. କୌଣସି ଵେବସ୍ଥା ବ୍ରାହ୍ମଣ ପାଇଁ ହେଉ ନଥିବାରୁ ଦୁଃଖ ପ୍ରକାଶ କରିଥିଲେ ସର୍ବ ଶେଷରେ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଥିଲା.

SPREAD YOUR LOVE WITH YOUR FRIENDS AND FAMILY

Leave a Reply