ପୁରୀ ତା୩୦/୮/୨୦୨୬ରିଖ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ା ବଜାର ପୁରୀ ଠାରେ,ଦିବା ୧୦/୩୦ରେପୁରୀଜିଲ୍ଲା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ନାଗରିକ ସଂଗୋଷ୍ଠି, ବୁଦ୍ଧିଯିଵୀ, ଅଧ୍ୟାପକ, ଅଧିବକ୍ତା, ପୂର୍ବ ସୈନିକ, ବ୍ୟାଙ୍କ କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ ଆଦି ବର୍ଷାକୁପଛରେପକାଇବୈଠକରେ ଭାଗନେଇଥିଲେ,
ଏହି କାର୍ଯ୍ୟ ରେ ଜିଲ୍ଲା ସଂଘ ଚାଳକ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ମାଝୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ସଭାପତିତ୍ବରେ ଏଵଂ ଜିଲ୍ଲାକାର୍ଯ୍ଯବାହ ସର୍ବେଶ୍ଵର ଵିଶୋଇଙ୍କପରିଚୟ ପ୍ରଦାନ ପରେ ମୁକ୍ଷ୍ଯବକ୍ତା ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଟ ଆଇନଜୀବୀ ତଥା ପୂର୍ବପ୍ରାନ୍ତସମ୍ପର୍କପ୍ରମୁଖ ଶ୍ରୀ ଯୁକ୍ତ ସର୍ବେଶ୍ଵର ବେହେରା ସଂଘ ଶହେବର୍ଷ ପାରକରି ବିଶ୍ଵ ରେ ଏକ ଅଗ୍ରଣୀ ସଂଗଠନ ରୂପେ ସର୍ବ ବ୍ୟାପି ସମ୍ମାନିତ ହୋଇଛି, ବ୍ୟକ୍ତିକୁ ଗୁରୁ ନକରି ଗୈରୀକ ଧ୍ବଜକୁ ଗୁରୁ ର ସମ୍ମାନ
ଦେଇଛି ଓ ହିନ୍ଦୁତ୍ବ କୁ ଵିଚାରକରୁଛି, ଜଣେ ହିନ୍ଦୁ ଥିଲେ ମଧ୍ୟ ଭାରତ ହିନ୍ଦୁ ରାଷ୍ଟ୍ର, ସମସ୍ତେ ସଂଘକୁ ଵିଚାର କରି ସାମିଲ ହେବାକୁ କଥା ରଖିଥିଲେ। ତାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଧନ୍ୟବାଦ ଦେଇଥିଲେ ବାମଦେବ ନାୟକ ଧନ୍ୟବାଦ ଦେଇଥିଲେ
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର,-ସଂଘ ପରିଚୟବର୍ଗ











