ନୟାଗଡ଼,ତା-୨୭.୧.୨୬ରିଖ- ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ଏହି ୭୭ତମ ଗଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀ ସାରଦା ପ୍ରସନ୍ନ ଦାସ, କାର୍ଯ୍ୟକାରୀ ସଭାପତି ପୂର୍ଣ ଚନ୍ଦ୍ର ସାହୁ, ଉପସଭାପତି ଭବାନୀ ଶଙ୍କର...
ପୁରୀ: ୨୯/୧/୨୦୨୬ – ପୁରୀ ଶ୍ରୀମନ୍ଦିରରୁ ମାତ୍ର ୧୦୦ ମିଟର ଦୂରତାରେ ଏବଂ ପରିକ୍ରମା ମାର୍ଗରୁ ପ୍ରାୟ ୨୫ ମିଟର ଦୂରେ, ଲୋକନାଥ ରୋଡ଼ ଅବସ୍ଥିତ ପ୍ରତିହାରୀ ନିଯୋଗ ସମ୍ମୁଖରେ ନାଳାର ଅତ୍ୟନ୍ତ ଗନ୍ଦା ପାଣି ମୁଖ୍ୟ ରାସ୍ତା ଉପରେ ବହୁଛି।...
ପୁରୀ ୨୮/୧ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଗତକାଲି କଣାସ ବ୍ଲକର ତ୍ରିଲୋଚନପୁର ପାକ୍ସ ପରିଦର୍ଶନ କରିଥିଲେ।ଧାନ ସଂଗ୍ରହ ର ବ୍ୟବସ୍ଥା ସମ୍ପର୍କରେ ପାକ୍ସ ସମ୍ପାଦକ ଓ ଅନ୍ୟ କର୍ମଚାରୀ ଙ୍କୁ ପଚାରି ଥିଲେ।ଉପସ୍ଥିତ ଚାଷୀ ମାନଙ୍କ ସହ ଜିଲ୍ଲାପ...
ପୁରୀ ୨୮/୧ ଡେଲାଙ୍ଗ ର ହରିରାଜପୁର ମେଳଣ ଏକ ପ୍ରାଚୀନ ମେଳଣ ଭାବେ ରାଜ୍ୟରେ ଖ୍ୟାତି ଲାଭ କରିଛି।ପଶ୍ଚିମା ଶମ୍ଭୁ ପ୍ରଭୁସୋମନାଥ ଙ୍କ ପଞ୍ଚୁଦୋଳ ମେଳଣ ଚଳିତ ବର୍ଷ ମାର୍ଚ୍ଚ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।୪ ଶହ ବର୍ଷ ପ୍ରାଚୀନ ଏହ...
ପୁରୀ:୨୮/୦୧/୨୦୨୬ ସ୍ଥାନୀୟ ୟୁଥ ହଷ୍ଟେଲଠାରେ ପ୍ରଥମ ଅନୁରାଗ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ସଭାପତି ମାନସ ରଞ୍ଜନ ମହାପାତ୍ର ଏଥିରେ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭ...
ପୁରୀ ୨୮/୧: ନିପ୍ର. ଫେବୃୟାରୀ ମାସ ୩ ତାରିଖରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ର ପ୍ରସ୍ତାବିତ ପୁରୀ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଗତକାଲି ଅପରାହ୍ନ ରେ ...
ନୟାଗଡ଼,ତା-୨୮.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ନୂଆଗାଁରେ ମାଇଁ ଭୋଟ -ମାଇଁ ଭାରତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ନୟାଗଡ଼ ସେବା ଉତ୍ସବ ସମିତି ଓ ମାଇଁ ଭାରତ, ନୟାଗଡ଼ର ମିଳିତ ଆନୁକୂଲ୍ୟରେ ଆୟୋଜ...
ନୟାଗଡ଼,ତା-୨୮.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମର ଜୟଦୁର୍ଗା କ୍ଲବ ଦ୍ୱାରା ଆୟୋଜିତ ଏକଦିବସୀୟ ସ୍ମାଶ ଭଲିବଲ୍ ଟୁର୍ନାମେଣ୍ଟ ଦୀର୍ଘବର୍ଷ ଧରି କ୍ଲବ ଦ୍ୱାରା ଏ...
ନୟାଗଡ, ତା-୨୮.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ।- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ , ଚାହାଳୀ ଆନୁକୂଲ୍ୟରେ ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖା ” ବନ୍ଦେ ମାତରମ&#...
କାକଟପୁର ତା ୨୮/୧, ( ତୁଷାର ଦୀକ୍ଷିତ ) କାକଟପୁର ଥାନା ଅନ୍ତର୍ଗତ ମୂଳାଗଡ଼ ଛକ ନିକଟସ୍ଥ ମୁଖ୍ୟ ରାସ୍ତାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ବାଂଶ ଗ୍ରାମର ରବୀନ୍ଦ୍ର କୁମାର ଦାସ ନିଜ ବାଇକ ଯୋଗେ ଯାଉଥିବା ବେଳେ ଦହିଖିଆ ଗ୍ରାମର ସୁରେନ୍ଦ...











