Home / ମୁଖ୍ୟ ଖବର / ଘୁଞ୍ଚିଲା ୭୫୪୦ ଶିକ୍ଷକ ପଦ ଆବେଦନ

ଘୁଞ୍ଚିଲା ୭୫୪୦ ଶିକ୍ଷକ ପଦ ଆବେଦନ

ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ହାଇସ୍କୁଲରେ ଶିକ୍ଷକ ପଦ ପୂରଣ ପ୍ରକ୍ରିୟା। ହାଇସ୍କୁଲରେ ବଡ଼ ନିଯୁକ୍ତି ପରେ ୨୩ ନଭେମ୍ବରରେ ପ୍ରକାଶିତ ହୋଇଥିଲା ୭୫୪୦ଟି ନିୟମିତ ଶିକ୍ଷକ ପଦ ପାଇଁ ଆବେଦନ। ୧୧ ଡିସେମ୍ବର ୨୦୨୨ରୁ ଆରମ୍ଭ ହୋଇ ୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଚାଲିଥାନ୍ତା ଆବେଦନ। କିନ୍ତୁ ବୈଷୟିକ କାରଣ ଦର୍ଶାଇ ଏହି ଆବେଦନ ପ୍ରକ୍ରିୟାକୁ ୧୨ ଡିସେମ୍ବରରେ ଆରମ୍ଭ କରି ୧୦ ଜାନୁଆରୀ ୨୦୨୩ ସାରିବାକୁ ସୂଚନା ଦେଇଛି OSSC। ସୂଚନାଯୋଗ୍ୟ ଯେ ଟିଜିଟି ( କଳା,ପି.ସି.ଏମ୍‌.,ସି.ବି.ଜେଡ଼୍‌. ),ଭାଷା ଶିକ୍ଷକ (ଉର୍ଦ୍ଦୁ,ହିନ୍ଦି,ସଂସ୍କୃତ,ତେଲୁଗୁ) ଓ ଶାରିରୀକ ଶିକ୍ଷା ଶିକ୍ଷକ ପାଇଁ ୭୫୪୦ଟି ନିୟମିତ ଶିକ୍ଷକ ପଦରେ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

ଅଧିକ ତଥ୍ୟ ନିମ୍ନ ଲିଙ୍କ ରେ କ୍ଲିକ କରନ୍ତୁ

https://www.ossc.gov.in/Public/OSSC/Default.aspx

SPREAD YOUR LOVE WITH YOUR FRIENDS AND FAMILY

Leave a Reply