Home / ମୁଖ୍ୟ ଖବର / ସଡ଼କ ଦୁର୍ଘଟଣା ରେ ଆହତ ହେଲେ ଯୁବକ

ସଡ଼କ ଦୁର୍ଘଟଣା ରେ ଆହତ ହେଲେ ଯୁବକ

whatsapp image 2023 04 12 at 13.09.11

ମଙ୍ଗଳପୁର ଠାରେ ଦୁର୍ଘଟଣା ର ଶିକାର ହୋଇଛନ୍ତି ସାକ୍ଷୀଗୋପାଳ ମୂଳ ଅଳସା ଗ୍ରାମରର ଏହି ଯୁବକ, ତାଙ୍କର ବର୍ତମାନ ସୁଦ୍ଧା ପରିଚୟ ମିଳିନାହିଁ। ସେ ଏବେ ମଙ୍ଗଳପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତ।
ସାକ୍ଷୀଗୋପାଳ ପିସିଆର ଅଧିକାରୀ ଜି ଏନ ଖାନ ଓ କର୍ମଚାରୀ ଦୁର୍ଯ୍ୟୋଧନ ବିଶୋଇ ଆହତ ଯୁବକଙ୍କୁ ଦୁର୍ଘଟଣା ସ୍ଥଳ ରୁ ଉଦ୍ଧାର କରି ମଙ୍ଗଳପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଛାଡି ଥିବାର ସୂଚନା ମିଳିଛି.

SPREAD YOUR LOVE WITH YOUR FRIENDS AND FAMILY

Leave a Reply