ଗତ କାଲି ଠାରୁ ସାକ୍ଷୀଗୋପାଳ ମନ୍ଦିରରେ ଚାଲିଥିବା ସେବାୟତଙ୍କ ଧର୍ମଘଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସ୍ଥାନୀୟ ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପାଇ ସେବାୟତ ଧାରଣା ରୁ ଓହରି ଭକ୍ତଙ୍କ ପାଇଁ ମନ୍ଦିର ଖୋଲିଛନ୍ତି।
ପ୍ରଶାସନ ର ପ୍ରତିଶୃତି ପାଇ ସେବାୟତ ଖୋଲିଲେ ସାକ୍ଷୀଗୋପାଳ ମନ୍ଦିର