Home / ମୁଖ୍ୟ ଖବର / ଅସ୍ତରଙ୍ଗ ଥାନାରେ ଯୋଗ ଦେଲେ ନୂତନ ଥାନାଧିକାରୀ ଶ୍ରୀ ବଳିୟାର ସିଂ

ଅସ୍ତରଙ୍ଗ ଥାନାରେ ଯୋଗ ଦେଲେ ନୂତନ ଥାନାଧିକାରୀ ଶ୍ରୀ ବଳିୟାର ସିଂ

କାକଟପୁର :-24/08:-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ଥାନାରେ ନୂତନ କରି ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି ଶ୍ରୀ ଯୁକ୍ତ ରାଜେଶ ବଳିୟାରସିଂ. ବୁଧବାର ସନ୍ଧ୍ୟା ସମୟରେ ଥାନାରେ ପହଁଚିଦାୟିତ୍ୱ ଗ୍ରହଣ କରିଥିଲେ.ଅସ୍ତରଙ୍ଗ ଥାନା ସହ ଅସ୍ତରଙ୍ଗ ନୂଆଗଡ ସାମୁଦ୍ରିକ ଥାନାଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ରେ ଅଛନ୍ତି. ଗୁରୁବାର ଦିନ ଶ୍ରୀ ବଳିୟାରସିଂ ଅସ୍ତରଙ୍ଗ ଅଞ୍ଚଳ ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହ ନୂଆଗଡ ସାମୁଦ୍ରିକ ଥାନାଅଞ୍ଚଳ ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି. ଆଇନି ଶୃଙ୍ଖଳା ପରିସ୍ଥିତି କୁ ନେଇ ଶ୍ରୀ ଯୁକ୍ତ ବଳିୟାରସିଂ ତଦାରଖ କରିବେ ବୋଲି ମତ ଦେଇଛନ୍ତି.

SPREAD YOUR LOVE WITH YOUR FRIENDS AND FAMILY

Leave a Reply