ସମସ୍ତ ଙ୍କୁ ଛାଡି ଭଗବାନ ଙ୍କ ପାଖକୁ ଚାଲି ଯାଇଛନ୍ତି, ଝୁରୁଛି ଗାଁ ମାଟି, ଝୁରୁଛି ସତ୍ୟବାଦୀ। ସେ ଆଜି ଆମ ଗହଣରେ ନାହାନ୍ତି। ଆଜି ତାଙ୍କର ଏଗାର ଦିନରେ ତାଙ୍କରା ସ୍ମୃତିରେ ସତ୍ୟବାଦୀ କେଶରୀ ନର୍ସିଂହୋମ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ଏହି ଶିବିରରେ ସତ୍ୟବାଦୀ ପ୍ରେସକ୍ଲବ ର ସମସ୍ତ ସଦସ୍ୟ ଙ୍କ ସହିତ, ଭାରତ ବିକାଶ ପରିଷଦ, ସତ୍ୟବାଦୀ ସେବା ଅନୁଷ୍ଠାନ ର ସଦସ୍ୟ ଙ୍କ ସହିତ ଅନେକ ଲୋକ ରକ୍ତଦାନ କରିଥିଲେ, ପ୍ରଥମେ ରିଙ୍କୁ ଙ୍କ ଫଟ ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ସହିତ ନିରବ ପ୍ରାର୍ଥନା କରାଯଇଥିଲା, ଏହି କାର୍ଯ୍ୟକ୍ରମ ରେ ସିଂହାରୀ ଆଲୋକ ଖୁଣ୍ଟିଆ, ନିହାର ରଞ୍ଜନ ସ୍ୱାଇଁ, ଆଇନଜୀବୀ ସୁଶାନ୍ତ ରଥ, ସମାଜସେବୀ ନବଘନ ଶତପଥୀ, ପ୍ରମୁଖ ଯୋଗ ଦେଇଥିଲେ, ରିଙ୍କୁ ଜଣେ ସମାଜସେବୀ ସହିତ ପରୋପକାରୀ ମଣିଷ ଥିଲେ |
Social Icons
Featured Posts











