Home / ରାଜନୀତି / ବୈକୁଣ୍ଠ ନାଥ ସ୍ବାଇଁଙ୍କ ଶ୍ରାଧ ବାର୍ଷିକୀ ରେ ତାଙ୍କୁ ମନେ ପକାଇଲେ କଂଗ୍ରେସ କର୍ମୀ

ବୈକୁଣ୍ଠ ନାଥ ସ୍ବାଇଁଙ୍କ ଶ୍ରାଧ ବାର୍ଷିକୀ ରେ ତାଙ୍କୁ ମନେ ପକାଇଲେ କଂଗ୍ରେସ କର୍ମୀ

sradha min

କାକଟପୁର ଆଜି ଅକ୍ଟୋବର ଦୁଈ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ସହିତ କାକଟପୁର ଜନ ମାନସର ନେତା ତଥା କାକଟପୁର ର ପୂର୍ବତ୍ତନ ବିଧାୟକ ସ୍ବର୍ଗତ ବୈକୁଣ୍ଠ ନାଥ ସ୍ବାଇଙ୍କ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଏହି ଉତ୍ସବ ରେ ପୂର୍ବତ୍ତନ ବିଧାୟକ ଙ୍କୁ ମନେ ପକାଇବା ସହ ତାଙ୍କ ସହିତ ସେତେବେଳେ ବିତିଯାଇଥିବା ସମୟ କୁ ମନେ ପକାଇଲେ ବହୁ ପୁରୁଖା କଂଗ୍ରେସ କର୍ମୀ ଓ ତାଙ୍କ ସମୟରେ କାକଟପୁର ପାଇଁ ତାଙ୍କର କାକଟପୁର ପ୍ରତି ଅବଦାନ କୁ ସାଉଁଟି ଥିଲେ ଆହୁରି ମଧ୍ୟ କାକଟପୁର ପୂର୍ବତ୍ତନ ବ୍ଲକ ସଭାପତି ସ୍ୱର୍ଗତ ଲକ୍ଷ୍ମୀଧର ଖୁଣ୍ଟିଆ, ଧନେଶ୍ୱର ପାଢ଼ୀ ଙ୍କୁ ମନେ ପକାଇଥିଲେ ଉପସ୍ଥିତ ଥିବା କଂଗ୍ରେସ ପ୍ରେମୀ, ଦିବଂଗତ ନେତା ଙ୍କ ପାଇଁ ଦୁଈ ମିନଟ ନୀରବ ପ୍ରାର୍ଥନା କରିବା ସହ ତାଙ୍କ ଭଳି ନେତା ଆଉ ମିଳିବେନି ବୋଲି ଆଲୋଚନା କରିଥିଲେ, ଏହି ଶ୍ରାଧ ଦିବସରେ ପୂର୍ବତ୍ତନ ମନ୍ତ୍ରୀ ତଥା କଂଗ୍ରେସ ର ଟାଣୁଆ ନେତା ଗଣେଶ୍ୱର ବେହେରା, ରାଜ୍ୟ କୃଷକ ସେଲ ଅଧକ୍ଷ ଅମୀୟ ପଟ୍ଟନାୟକ,ପୂର୍ବତ୍ତନ ମହିଳା ନେତ୍ରୀ ସସ୍ମିତା
ବେହେରା, ପୂର୍ବତ୍ତନ ମହିଳା କଂଗ୍ରେସ ସଭାପତି ନିରୁପମା ପାତ୍ର ,କାକଟପୁର କଂଗ୍ରେସ ବିଧାୟକ ପ୍ରାଥୀ ବିଶ୍ଵଭୂଷଣ ଦାସ, ପୁରୀ ଜିଲ୍ଲା ସମ୍ପାଦକ ସୋମ୍ୟକାନ୍ତ ଖୁଣ୍ଟିଆ, ରାଜ୍ୟ ସଂଖ୍ୟା ଲଘୁ ସେଲ ସମ୍ପାଦକ ସେକ ଲିଅକାତ, ବ୍ଲକ କଂଗ୍ରେସ ସଭାପତି ଅବଧୂତ ସ୍ୱାଇଁ, ପାଞ୍ଚlୟତ ସଭାପତି ନଳିନୀ କାନ୍ତ ଦୀକ୍ଷିତ, ପୁରୁଖା କଂଗ୍ରେସ କର୍ମୀ ନିରୋଦ ବରଣ ମହାନ୍ତି,କ୍ଷୀରୋଦ କୁମାର ମହାନ୍ତି, ପୂର୍ବତ୍ତନ ବ୍ଲକ ଅଧକ୍ଷ୍ୟ ବିପିନି ବିହାରୀ ମହାନ୍ତି ଉପସ୍ଥିତ ରହି ବୈକୁଣ୍ଠ ନାଥ ସ୍ୱାଇଁ ଅମର ରହେ ବୋଲି କହିଥିଲେ, ଅପର ପକ୍ଷରେ ସ୍ୱର୍ଗତ ବୈକୁଣ୍ଠ ନାଥ ସ୍ବାଇଙ୍କ ପ୍ରତିମୂର୍ତ୍ତି ଉପରେ ଛାତ ନ ଥିବାରୁ କିଛି କଂଗ୍ରେସ କର୍ମୀ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ଜଣା ପଡିଛି ଏହା ଉପରେ ବରିଷ୍ଠ ନେତୃ ମଣ୍ଡଳୀ ବିଚାର କରିବାକୁ ସେମାନେ ଦାବୀ କରିଛ

SPREAD YOUR LOVE WITH YOUR FRIENDS AND FAMILY

Leave a Reply