Home / ଶୋକ / ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ସାଙ୍ଗ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ସାଙ୍ଗ ମୃତ

accident

ଗତକାଲି ବିଳମ୍ବିତ ରାତିରେ ସତ୍ୟବାଦୀ ଥାନା ଅନ୍ତର୍ଗତ ଭଣ୍ଡାରି ଦଣ୍ଡା ଗାଁ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ଦୁଇ ବାଇକ ଆରୋହି ଙ୍କ ର ଘଟଣାସ୍ଥଳରେ ମୃତ୍ଯୁ ଘଟିଛି। ରାସ୍ତା କଡରେ ଦୁଇ ଜଣଙ୍କର ମୃତ ଦେହ ପଡି ରହିଥିବାର ଦେଖି ଗ୍ରାମବାସୀ ପୋଲିସ କୁ ସୁଚନା ଦେଇଥିଲେ। ଦୁର୍ଘଟଣା କିଭଳି ଘଟିଛି ତାର କାରଣ ଅସ୍ପଷ୍ଟ ରହିଛି। ସ୍ଥାନୀୟ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ କିଭଳି ଏଵଂ କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେ ବିଷୟରେ ଅନୁଧ୍ୟାନ କରିଛନ୍ତି। ସ୍ଥାନୀୟ ପୋଲିସ ସୂତ୍ରରୁ ଦୁଇଜଣ ଯୁବକ ଇନ୍ଦୀପୁର ଗ୍ରାମର ଏବଂ ସେମାନଙ୍କ ମଧ୍ୟରୁ ଜନଙ୍କର ର ନାମ ଆଦିତ୍ୟ ପାଢି ଓ ଅନ୍ୟ ଜଣଙ୍କର ନାମ ଶୁଭରଞ୍ଜନ ସେନାପତି ବୋଲି ଜଣାପଡିଛି। ଦୁର୍ଘଟଣା ଗ୍ରସ୍ତ ବାଇକ ନମ୍ବର ଟି ଥିଲା OD-02-T9774।
ଏହି ଘଟଣାରେ ଇନ୍ଦୁପୁର ଅଞ୍ଚଳରେ ସୋକର ଛାୟା ଖେଳିଯାଇଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply