Home / ମୁଖ୍ୟ ଖବର / ମଙ୍ଗଳା ମନ୍ଦିର ବରିଷ୍ଠ ସେବାୟତ ଙ୍କ ପରଲୋକ

ମଙ୍ଗଳା ମନ୍ଦିର ବରିଷ୍ଠ ସେବାୟତ ଙ୍କ ପରଲୋକ

baristha sebayat

କାକଟପୁର ୨୫/୧ ( ତୁଷାର ରଞ୍ଜନ ଦୀକ୍ଷିତ ) ଗତ କାଲି ମଙ୍ଗଳା ମନ୍ଦିର ର ବରିଷ୍ଠ ସେବାୟତ ଗୌରାଙ୍ଗ ଦୀକ୍ଷିତ ( ୯୭ ) ଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ମୃତ୍ୟୁ ଘଟିଛି, ୨ ଦିନ ତଳେ ହଟାତ ଚାଲୁ ଥିବା ସମୟରେ ଭୂମିରେ ପଡି ଯିବା ପରେ ତାଙ୍କୁ ଘର ଲୋକମାନେ ଭୁବନେଶ୍ୱର ନେଇଯାଇଥିଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା, ବଡ଼ ପୁତ୍ର ବସନ୍ତ କୁମାର ଦୀକ୍ଷିତ ମଙ୍ଗଳା ଙ୍କ ବରିଷ୍ଠ ପୂଜାପଣ୍ଡା ଓ ସାନ ପୁତ୍ର ହେମନ୍ତ କୁମାର ଦୀକ୍ଷିତ ତାଙ୍କ ପାଖରେ ଉପସ୍ଥିତ ଥିଲେ ତାଙ୍କର ମୃତ୍ୟୁ ହେବା ପରେ ନିଜ ଗାଁ କାକଟପୁର ନିଜ ବାସଭବନ କୁ ଅଣା ଯାଇଥିଲା,ଜ୍ଞାତି କୁଟୁମ୍ବ ଙ୍କ ସହିତ ତାଙ୍କୁ ନିଜ ଗାଁ ସ୍ମଶାନ କୁ ଶବ ଶୋଭାଯାତ୍ରା ରେ ନିଆ ଯାଇଥିଲା ଏହି ଶୋଭାଯାତ୍ରା ରେ ଗାଁ ର ସେବାୟତ ଙ୍କ ସମେତ ବହୁ ବୁଦ୍ଧିଜୀବୀ ମାନେ ସାମିଲ ହୋଇଥଲେ, ବଡ଼ ପୁତ୍ର ବସନ୍ତ ଦୀକ୍ଷିତ ଓ ସାନ ପୁତ୍ର ହେମନ୍ତ ଦୀକ୍ଷିତ ପରମ୍ପରା ଅନୁଯାୟୀ ମୁଖାଗ୍ନି ଦେଇଥିଲେ, ସାଙ୍ଗରେ ନାତି ଟୂବୁ, କୀଟୁନୁ, ବୁଢା, ରଞ୍ଜନ ଙ୍କ ସମେତ ଆତ୍ମୀୟ ମାନେ ଉପସ୍ଥିତ ରହିଥିବା ବେଳେ ସ୍ୱର୍ଗତ ଦୀକ୍ଷିତ ମନ୍ଦିର ରେ ପ୍ରତ୍ୟେକ ଦିନ ମାଙ୍କୁ ଦର୍ଶନ କରିବା ସହିତ ଭାଗବତ କଥାମ୍ବୃତ ଶୁଣିଥା

SPREAD YOUR LOVE WITH YOUR FRIENDS AND FAMILY

Leave a Reply