Home / ମୁଖ୍ୟ ଖବର / ଜେ.ସି.ସି କ୍ଲବପକ୍ଷରୁ ଟେନ ଟେନ ଦିବାରାତ୍ରି କ୍ରିକେଟ ଟୁର୍ନାମେଣ୍ଟ ଫେବୁଆରୀ ୧୪ ରୁ

ଜେ.ସି.ସି କ୍ଲବପକ୍ଷରୁ ଟେନ ଟେନ ଦିବାରାତ୍ରି କ୍ରିକେଟ ଟୁର୍ନାମେଣ୍ଟ ଫେବୁଆରୀ ୧୪ ରୁ

pressmeet

କାକଟପୁର ୨୫ /୧-: କାକଟପୁର ଅଧିନସ୍ତ ଖାନ ପୁର ର ଅଗ୍ରଣୀ ସଂଗଠନ ଜେ ସି ସି କ୍ଲବ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଦିବା ରାତ୍ର ଟେନ ଟେନ କ୍ରିକେଟ ଧମାକା ଆସନ୍ତା ଫେବୃଆରୀ ୧୪ ତାରିଖ ରୁ ଆରମ୍ଭ କରାଯିବ ବୋଲି କ୍ଲବ ର କର୍ମ କର୍ତା ମାନେ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି. ରାଜ୍ୟର ବଛା ବଛା କ୍ରିକେଟ ଟିମ କୁ ନେଇ ୧୬ ଗୋଟି ଦଳ ଏହି ଟୁର୍ନାମେଣ୍ଟ ରେ ଭାଗନେବେ. ଚମ୍ପିୟାନ ଦଳକୁ ୫୫୦୦୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଉଥିବା ବେଳେ ରନର୍ସ ଦଳକୁ ୩୫୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ ବୋଲି କ୍ଲବ ର ସଭାପତି ମୁନସାଫ ଖାନ. ସମ୍ପାଦକ ରେହନ ଅଲ୍ଲୀ କୋଷାଧକ୍ଷ ଏଯାଜ ଅହମଦ ଜଣାଇଛନ୍ତି ତିନି ଦିନ ବ୍ୟାପି ଏହି କ୍ରିକେଟ ଖେଳକୁ ୟୁଟୁବ ମାଧ୍ୟମରେ ପ୍ରସାରଣ କରାଯିବ. ଏହି କ୍ରିକେଟ ଟୁର୍ନାମେଣ୍ଟ ରାଜ୍ୟର କ୍ରୀଡ଼ାପ୍ରେମୀ ମାନଙ୍କୁ ପ୍ରେରଣା ଯୋଗାଇବବୋଲି ସଂଘଠନ କର୍ମକର୍ତା ଜଣାଇଛନ୍ତି. ଏହି କ୍ରିକେଟ ମ୍ୟାଚ କୁ ସଂଘଠନ ସଦସ୍ୟ ସବୀର ଅହମଦ ହାପିଜ଼ ନିନହାଜ, ହାପିଜ଼ ଅଲିମ,ପିଚ କ୍ଯୁରେଟର ଧୀରେନ୍ଦ୍ର ଚାନ୍ଦ. ଲାଲl, କାଲା.ରାଜା.ୟlସ ପ୍ରମୁଖ ପରିଚାଳନା ଦାୟିତ୍ୱ ନେଇଛନ୍ତି, ଏହି କ୍ରିକେଟ ଖେଳ ଦ୍ୱାରା ଭାଇଚାରା ବଜାୟ ରଖିବା ସହିତ ଅଞ୍ଚଳ ର ଯୁବକ ମାନଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ମାହୋଲ ଦେଖା ଦେଇଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply