Home / ରାଜନୀତି / ବିଜେପିରୁ ବିଦାୟ ନେଲେ ରମାରଞ୍ଜନ ବଳିଆର ସିଂହ

ବିଜେପିରୁ ବିଦାୟ ନେଲେ ରମାରଞ୍ଜନ ବଳିଆର ସିଂହ

ramakant

ସତବାଦୀ : ୧୬/୫/୨୦୨୪/ – (ଶାଶ୍ଵତ ଟିଭି ) – ଆଜି ଭାରତୀୟ ଜନତା ପାର୍ଟିରୁ ବିଦାୟ ନେଇଛନ୍ତି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂହ । ନିଜର ଇସ୍ତଫା ପତ୍ର, ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପ୍ରଦାନ କରିଛନ୍ତି । ସୂଚନା ଥାଉକି ଶ୍ରୀଯୁକ୍ତ ବଳିଆର ସିଂହ ବିଜେପିର ବରିଷ୍ଠ ସଦସ୍ୟ ଥିବା ସହିତ ସତ୍ୟବାଦୀ ପାଇଁ ଦଳ ତରଫରୁ ଅନେକ ଦିନ ହେବ କାର୍ଯ୍ୟ କରିଆସୁଥିଲେ, ଚଳିତ ନିର୍ବାଚନ ରେ ଦଳ ତରଫରୁ ଟିକେଟ୍ ପାଇଁ ଆଶାୟୀ ଥିଲେ। ବିଜେପି ତରଫରୁ ଟିକେଟ୍ ନମିଳିବାରୁ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ସେ ଆଜି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏବେ ଜାଣିବାକୁ ବାକି ରହିଲା ତାଙ୍କର ଆଗକୁ ଆଭିମୁଖ୍ୟ କଣ ରହିବ

whatsapp image 2024 05 16 at 10.34.16 fbac5e2d
SPREAD YOUR LOVE WITH YOUR FRIENDS AND FAMILY

Leave a Reply