Home / ସାମାଜିକ / ରାଷ୍ଟ୍ର ସେବା ଟ୍ରଷ୍ଟ ପକ୍ଷରୁ ରକ୍ଷା ବନ୍ଧନ 

ରାଷ୍ଟ୍ର ସେବା ଟ୍ରଷ୍ଟ ପକ୍ଷରୁ ରକ୍ଷା ବନ୍ଧନ 

whatsapp image 2025 08 09 at 21.14.31 6792df0f

ପୁରୀ,୯/୮/୨୦୨୫ – (ତୃପ୍ତିମୟୀ ଜେନା ): ରାଷ୍ଟ୍ର ସେବା ଟ୍ରଷ୍ଟ ପକ୍ଷରୁ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଛି। ଟ୍ରଷ୍ଟର ଅଧ୍ୟକ୍ଷା ତଥା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରଂଜିତା ପାଢ଼ୀ ସାଂସଦ ସମ୍ବିତ ପାତ୍ର, ବିଧାୟକ ଓମପ୍ରକାଶ ମିଶ୍ର , ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଉମା ନାୟକ, ଉପସଭାପତି ଦିଗଦର୍ଶନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀବୃନ୍ଦ ଏବଂ ସାମାଜିକ ସଂଗଠନର କର୍ମକର୍ତାଙ୍କୁ ରାକ୍ଷୀ ବାନ୍ଧି ରାଷ୍ଟ୍ର ଗଠନ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ନିବେଦନ କରିଥିଲେ। ଅନୁଷ୍ଠାନର ସଦସ୍ୟାବୃନ୍ଦ ବିଭିନ୍ନ ସ୍ଥାନକୁ ଯାଇ ରାକ୍ଷୀ ବାନ୍ଧିଥିଲେ।

whatsapp image 2025 08 09 at 21.14.33 0ef9d61a
portalnewsthumbnail
SPREAD YOUR LOVE WITH YOUR FRIENDS AND FAMILY

Leave a Reply