ପୁରୀ,୧୧/୮/୨୦୨୫- ତୃପ୍ତିମୟୀ ଜେନା- ଓଡିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷ ଶୋଭାନା ମହାନ୍ତି ସୋମବାର ସନ୍ଧ୍ୟା ସମୟରେ ପୁରୀ ଶ୍ରୀମନ୍ଦିର ରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ କରି ମହାପ୍ରଭୁ ଙ୍କ ଆଶୀର୍ବାଦ ଲାଭ କରିବା ସହିତ ରାଜ୍ୟରେ ମହିଳା ଙ୍କ ସୁରକ୍ଷା ପାଇଁ ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ | ମହିଳା କମିଶନର ଅଧ୍ୟକ୍ଷ ସିଂହଦ୍ୱାର ରେ ପହଂଚିବା କ୍ଷଣି ବରିଷ୍ଠ ସେବାୟତ ତଥା ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମଧୁସୂଦନ ସିଂହାରୀ, ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟା ରଂଜିତା ପାଢ଼ୀ, ପ୍ରତିଭା ଶତପଥି, ମୁକ୍ତା ସାହୁ,ଉର୍ମିଳା ମହାପାତ୍ର ପ୍ରମୁଖ ସ୍ୱାଗତ କରିଥିଲେ
ମହାପ୍ରଭୁ ଙ୍କ ଦର୍ଶନ କଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭାନା,











