Home / ମୁଖ୍ୟ ଖବର / ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ଗୌଡ ବାଡ ନୋଳିଆ ସାହି ଅଙ୍ଗନବାଡ଼ି କେନ୍ଦ୍ର ରେ ଛୋଟ ଛୋଟ ପିଲା ଙ୍କ ସହ ସ୍ବାଧିନତା ଦିବସ

ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ଗୌଡ ବାଡ ନୋଳିଆ ସାହି ଅଙ୍ଗନବାଡ଼ି କେନ୍ଦ୍ର ରେ ଛୋଟ ଛୋଟ ପିଲା ଙ୍କ ସହ ସ୍ବାଧିନତା ଦିବସ

whatsapp image 2025 08 16 at 19.04.18 1a15bf77

ପୁରୀ – ୧୫/୮/୨୦୨୫ – ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ଗୌଡ ବାଡ ନୋଳିଆ ସାହି ଅଙ୍ଗନବାଡ଼ି କେନ୍ଦ୍ର ରେ ଛୋଟ ଛୋଟ ପିଲା ଙ୍କ ସହ ସ୍ବାଧିନତା ଦିବସ ପାଳନ କରିଥିଲା । ଅରୁଣିମା ନନ୍ଦ ଙ୍କ ନିର୍ଦ୍ଦେଶନାରେ ସହଯୋଗ କରିଥିଲେ ସମ୍ପାଦିକା ପଦ୍ମିନୀ ବେହେରା ସମୀନା ସ୍ୱାଇଁ ମମତା ମିଶ୍ର ବୁଟା ପ୍ରଧାନ ବୁଦ୍ଧିମତୀ ବାରିକ୍ ଜୟନ୍ତୀ ପରିଡ଼ା ଓ କର୍ମୀ ସରସ୍ଵତୀ ସୁବୁଦ୍ଧି । ଛୋଟ ପିଲା ମାନେ ଗୀତ ଗାଇଥିଲେ । ରଙ୍ଗ ପେନ୍ସିଲ ଆଉ ବିସ୍କୁଟ ଚକ୍ଲେଟ ବଣ୍ଟା ଯାଇଥିଲା । ପିଲା ମାନଙ୍କର ମନରେ ଆନନ୍ଦର ଲହରୀ ଖେଳି ଯାଇଥିଲା ।

whatsapp image 2025 08 16 at 19.04.18 b888cf2d

SPREAD YOUR LOVE WITH YOUR FRIENDS AND FAMILY

Leave a Reply