୨୭/୮/୨୦୨୫ – ନି:ପ୍ର – ସମସ୍ତଙ୍କୁ ନମସ୍କାର! ମୁଁ ଓଲଟା ଦ୍ରୁତଗାମୀ ଚିତ୍ରଶିଳ୍ପୀ ଆୟୁଷ୍ ମହାପାତ୍ର। ଆଜି ପବିତ୍ର ଗଣେଶ ପୂଜା ଉପଲକ୍ଷେ ସମସ୍ତଙ୍କୁ ହାଦ୍ଦିକ୍ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଏହି ଉପଲକ୍ଷେ ମୁଁ ପ୍ରଭୁ ଗଜାନନଙ୍କର ଏକ ପେଣ୍ଟିଂ ପ୍ରସ୍ତୁତ କରିଛି । ପେଣ୍ଟିଂ କୁ ୫ ଫୁଟ୍ ର କ୍ଯାନଭାସରେ ୮ ମିନିଟ୍ ମଧ୍ଯ ରେ ଓଲଟା ଭାବେ ପ୍ରସ୍ତୁତ କରିଛି। ଏହିଭଳି ପେଣ୍ଟିଂ ମୁଁ ସମସ୍ତ ଅବସରରେ ପ୍ରସ୍ତୁତ କରେ ଏବଂ ମୋର ପେଣ୍ଟିଂ ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚାଇବାର ଏକ ଛୋଟିଆ ପ୍ରୟାସ ଥାଏ। ଧନ୍ୟବାଦ
ପବିତ୍ର ଗଣେଶ ପୂଜା ଉପଲକ୍ଷେ ସମସ୍ତଙ୍କୁ ହାଦ୍ଦିକ୍ ଅଭିନନ୍ଦନ:ଚିତ୍ରଶିଳ୍ପୀ ଆୟୁଷ୍ ମହାପାତ୍ର











