Home / ମୁଖ୍ୟ ଖବର / ବିଶ୍ୱମ୍ଭର ବିଦ୍ୟାପୀଠ ରେ ବିଜ୍ଞାନ ପ୍ରଦର୍ଶନୀ

ବିଶ୍ୱମ୍ଭର ବିଦ୍ୟାପୀଠ ରେ ବିଜ୍ଞାନ ପ୍ରଦର୍ଶନୀ

whatsapp image 2025 08 25 at 20.58.41 db23751a

ବିଶ୍ୱମ୍ଭର ବିଦ୍ୟାପୀଠ ବିଦ୍ୟାଳୟରେ ଏକ ଦିନିଆ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଦର୍ଶନୀ ରେ ବିଦ୍ୟାଳୟର ୧ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ବିଭିନ୍ନ ବିଷୟ ଉପରେ ସେମାନେ ତିଆରି କରିଥିବା ମଡେଲ୍, ପୋଷ୍ଟର୍ ଓ ପ୍ରାୟୋଗିକ ପରୀକ୍ଷା ଦ୍ୱାରା ସେମାନେ ତାଙ୍କର ବିଜ୍ଞାନୀୟ ଜ୍ଞାନ ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ।

whatsapp image 2025 08 25 at 20.58.30 45973d87

ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ହେଉଛି – ପରିବେଶ ସୁରକ୍ଷା, ନବ ଉଦ୍ଭାବନ, ଗୃହ ବୈଦ୍ୟୁତିକ ଉପକରଣ, ଜଳ ସଞ୍ଚୟ, ଏବଂ ରୋବୋଟିକ୍ସ ଉପରେ ଆଧାରିତ ମଡେଲ୍। ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକମାନେ ଏହି ପ୍ରଦର୍ଶନୀରେ ସକ୍ରିୟ ଭାଗ ନେଇଛନ୍ତି ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply