Home / ମୁଖ୍ୟ ଖବର / କେନ୍ଦ୍ରାଞ୍ଚଳ ଡିଆଇଜି ଡାଃ ସତ୍ୟଜିତ ନାୟକ   ଜଗଦଗୁରୁ ଶଙ୍କରାଚାର୍ୟ ପୂଜ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବା ସହ ମାର୍ଗଦର୍ଶନ ଗ୍ରହଣ କରିଛନ୍ତି 

କେନ୍ଦ୍ରାଞ୍ଚଳ ଡିଆଇଜି ଡାଃ ସତ୍ୟଜିତ ନାୟକ   ଜଗଦଗୁରୁ ଶଙ୍କରାଚାର୍ୟ ପୂଜ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବା ସହ ମାର୍ଗଦର୍ଶନ ଗ୍ରହଣ କରିଛନ୍ତି 

whatsapp image 2025 09 03 at 18.55.10 b297c4c5

୦୨/୦୯/୨୦୨୫ – ପୁରୀ: ନୂତନ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଓଡିଶା ପୋଲିସ ବିଭାଗର କେନ୍ଦ୍ରାଞ୍ଚଳ ଡିଆଇଜି ଡାଃ ସତ୍ୟଜିତ ନାୟକ ଆଇପିଏସ ଆଜି ଶ୍ରୀ ଶଙ୍କରାଚାର୍ୟ-ଗୋବର୍ଦ୍ଧନ ପୀଠ ରେ ଜଗଦଗୁରୁ ଶଙ୍କରାଚାର୍ୟ ପୂଜ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବା ସହ ମାର୍ଗଦର୍ଶନ ଗ୍ରହଣ କରିଛନ୍ତି l ଏହା ସହ ମଠର ଆଭ୍ୟନ୍ତରୀଣ ସହ ଗୁରୁଜୀ ମହାରାଜାଙ୍କ ସୁରକ୍ଷା ବିଷୟରେ ମଠର ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କ ସହ ସମୀକ୍ଷା କରିଥିଲେ l ସାରା ରାଜ୍ୟରେ ସନାତନ ଗୁରୁ ପରମ୍ପରାର ପମୁଖ ପୀଠ ଗୋବର୍ଦ୍ଧନ ପୀଠ ହୋଇଥିବାରୁ ଏହାର ସୁରକ୍ଷା ଓ ଗୁରୁଜୀ ଶଙ୍କରାଚାର୍ୟଙ୍କ ସୁରକ୍ଷା ସର୍ବୋପରି ଏଥିପ୍ରତି ରାଜ୍ୟ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଓ ସେ ନିଜେ ବ୍ୟକ୍ତିଗତ ଭାବେ ଦୃଷ୍ଟି ରଖିବେ ବୋଲି ମତ ପ୍ରକାଶ କରିଥିବାର ଶ୍ରୀଶଙ୍କରାଚାର୍ୟ-ଗୋବର୍ଦ୍ଧନ ପୀଠର ସୂଚନା ଓ ଗଣମାଧ୍ୟମ ସଚିବ ଦେବାଶିଷ ମିଶ୍ର ପ୍ରକାଶ କରିଛନ୍ତି l

whatsapp image 2025 09 03 at 18.55.16 950b8e35

SPREAD YOUR LOVE WITH YOUR FRIENDS AND FAMILY

Leave a Reply