Home / ମୁଖ୍ୟ ଖବର / ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ଦ୍ୱାରା Team India କୁ ଶୁଭେଚ୍ଛା ର ବାର୍ତ୍ତା ଦେଇଛନ୍ତି |

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ଦ୍ୱାରା Team India କୁ ଶୁଭେଚ୍ଛା ର ବାର୍ତ୍ତା ଦେଇଛନ୍ତି |

whatsapp image 2025 09 30 at 18.24.59 206c8e0b

ପୁରୀ : ୩୦/୯/୨୦୨୫ – ନି:ପ୍ର – ACC Men’s T20 ASIA CUP 2025 ରେ India team champions ହେବା ଖୁସିରେ ସାରା ଭାରତ ଏବେ ଉତ୍ସବ ମୁଖର | ସାରା ଦେଶ ର ସବୁ ପ୍ରାନ୍ତରୁ Team India କୁ ଶୁଭେଚ୍ଛା ର ବାର୍ତ୍ତା ଦିଆଯାଉଛି | ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ୍ୟ ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ team India କୁ ଶୁଭେଚ୍ଛା ର ବାର୍ତ୍ତା ଦେଇଛନ୍ତି | ଏଥିରେ ସେ ଖେଳାଳି ମାନଙ୍କ ର ଚିତ୍ରଣ କରିବା ସହ ASIA CUP ର ମଧ୍ୟ ଚିତ୍ରଣ କରିଛନ୍ତି | ଏହି ସ୍ୟାଣ୍ଡ ଆନିମେସନ କରିବାକୁ ମାନସ ସାହୁ ଙ୍କୁ 2 ଘଣ୍ଟା ସମୟ ଲାଗିଥିଲା |

SPREAD YOUR LOVE WITH YOUR FRIENDS AND FAMILY

Leave a Reply