Home / ମୁଖ୍ୟ ଖବର / କୁମାର ଉତ୍ସବ ସମିତି ପାଇଁ ଦିବ୍ୟାଙ୍ଗ ଭକ୍ତଙ୍କୁ ମିଳିଲା ଶ୍ରୀଜଗନ୍ନାଥଙ୍କ ଦର୍ଶନ

କୁମାର ଉତ୍ସବ ସମିତି ପାଇଁ ଦିବ୍ୟାଙ୍ଗ ଭକ୍ତଙ୍କୁ ମିଳିଲା ଶ୍ରୀଜଗନ୍ନାଥଙ୍କ ଦର୍ଶନ

portalnewsthumbnail

ପୁରୀ, ୨୩/୧୦/୨୦୨୫ : କୁମାର ଉତ୍ସବ ସମିତି ପକ୍ଷରୁ ବାଲେଶ୍ଵର ଜିଲ୍ଲାର ଦିବ୍ୟାଙ୍ଗ ଭକ୍ତ ବିଜୟ ମହାରଣାଙ୍କୁ ପୁରୀ ପୋଲିସ୍ ଙ୍କ ସହଯୋଗରେ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରାଯାଇଛି। ଏହି ଅବସରରେ କୁମାର ଉତ୍ସବ ସମିତିର ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା ପୁରୀ ପୋଲିସ୍ ଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଶୀଘ୍ର ଦିବ୍ୟାଙ୍ଗ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ, ଯାହା ଦ୍ୱାରା ସେମାନେ ସହଜ ଓ ସମ୍ମାନଜନକ ଭାବରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply