ପୁରୀ୧୪/୧୧/୨୫- ଶିଶୁ ଦିବସ ଉତ୍ସବ ମହା ସମାରୋହ ରେ ପାଳନ କରିଛି, ଏଥିରେ ପୁରୀ ସହର ର ୬୪ ଜଣ ବିଭିନ୍ନ ବିଦ୍ୟାଳୟ ର ଛାତ୍ରୀ ଏବଂ ଛାତ୍ର ମାନେ çhess, music chair, drawing, G. K, ଓଡ଼ିଶୀ ନୃତ୍ୟ, ଇତ୍ୟାଦି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ, ଏଥିରେ ସମସ୍ତ ପ୍ରତିଯୋଗୀ ପୁରସ୍କାର ଦେବା ସହିତ, ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇଥିବା କୃତୀ ପ୍ରତିଯୋଗୀ ମାନଂକୁ ସନ୍ଦ୍ୟାରେ ଆଉଥରେ ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ସହିତ ପୁରସ୍କୃତ କରାଯାଇଥିଲା, ଅନୁଷ୍ଠାନ ସମ୍ପାଦକ ଶ୍ରୀ ଅମର ମହାପାତ୍ର ଏହି କାଯ୍ୟକ୍ରମ ଙ୍କୁ ପରିଚାଳନା କରିବା ସହିତ Dr. ବଦ୍ରି ମିଶ୍ର, ସଂଗୀତ ଗୁରୁ ଶ୍ରୀ ନଳିନୀ କାନ୍ତ ନାୟକ. ସାମ୍ବାଦିକ ବିଷ୍ଣୁଦତ୍ତ ଦାସ, adv. ରାମକୃଷ୍ଣ ପରିଡା, ଅଜୟ ମହାପାତ୍ର, Dr, ନିକିତା ମହାପାତ୍ର,ଶ୍ରୀମା ଶ୍ରୀ ଅରବିନ୍ଦ ଙ୍କ ର ଅନୁଗାମୀ ଶ୍ରୀ ଦିଲୀପ କୁ ଜେନା ପ୍ରମୁଖ ଅତିଥି ଭାବରେ କୁନି କୁନି ଶିଶୁ ମାନଂକୁ ପୁରସ୍କାର ବଣ୍ଟନ କରିଥିଲେ, ଶିଶୁ ମାନେ ହସିଲେ ଏ ଦୁନିଆ ହସେ, ଶିଶୁ ମାନେ ଆମ ଦେଶର ଭାବିଷ୍ୟତ, ସେମାନଙ୍କର ସୁରକ୍ଷା, ଶିକ୍ଷା, ଭବିଷ୍ୟତ ର ବlର୍ତ୍ତlବହ ବୋଲି ମତବ୍ୟକ୍ତ କରିଥିଲେ l
ପ୍ରଗତି ପ୍ରତିଷ୍ଠାନ ରଶିଶୁ ଦିବସ ସମାରୋହ 2025ପାଳିତ ସ୍ଥାନୀୟ ପବିତ୍ର ଭକ୍ତ ସାଲବେଗ ସମାଧି ସ୍ଥଳ ସଭାଗୃହ ରେ ପ୍ରଗତି ପତିଷ୍ଠାନ











