Home / ମୁଖ୍ୟ ଖବର / ମହାନ କଣ୍ଠଶିଳ୍ପୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ୟାଣ୍ଡ ଆନିମେଶନ ଶ୍ରୀଧର ଦାସ ଙ୍କ ଦ୍ଵାରା ପ୍ରସ୍ତୁତ

ମହାନ କଣ୍ଠଶିଳ୍ପୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ୟାଣ୍ଡ ଆନିମେଶନ ଶ୍ରୀଧର ଦାସ ଙ୍କ ଦ୍ଵାରା ପ୍ରସ୍ତୁତ

whatsapp image 2025 11 19 at 20.23.39 96ee94ed

ପୁରୀ: ୧୯/୧୧/୨୦୨୫ – ଓଡିଶାର ସୁନାମ ଧନ୍ଯ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ରେ ଓଡ଼ିଆ ସିନେଜଗତ ଓ ଓଡିଆ ସଙ୍ଗୀତ ଜଗତ ପାଇଂ ଦୁଖଦ ଘଟଣା ଓ ଅପୁରଣିୟ କ୍ଷତି ଘଟିଛି।ଏହି ମହାନ କଣ୍ଠଶିଳ୍ପୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ୟାଣ୍ଡ ଆନିମେଶନ ଶ୍ରୀଧର ଦାସ ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିଲା । ଏହି ଷ୍ୟାଣ୍ଡ ଆନିମେସନକୁ ପ୍ରସ୍ତୁତ କରିବା ନିମନ୍ତେ ଶ୍ରୀଧର ଙ୍କୁ ଏକ ଘଣ୍ଟା ସମୟ ଲାଗିଥିଲା ବୋଲି ଶ୍ରୀଧର କହିଛନ୍ତି 

SPREAD YOUR LOVE WITH YOUR FRIENDS AND FAMILY

Leave a Reply