ପୁରୀ : ୨୦/୧୧/୨୦୨୫ – ଭକ୍ତ ଓ ଛୋଟ ବଡ ବେବସାୟୀଙ୍କ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ “ବଡଦାଣ୍ଡ ସେବା” ପକ୍ଷରୁ ବଡଶଙ୍ଖ ସ୍ଥିତ ବାଘ ଆଖଡ଼ା ଯାଗାରେ ଶୀତ ଦିନ ଉପଲକ୍ଷେ ଗୋ ମାତାଙ୍କୁ ୩୦ ଗୋଟି କମ୍ବଳ ସହିତ ଗୋ ସେବା ହୋଇଯାଇଛି , ସେଠାର ଗୋ ସେବକ ଚିନ୍ମୟୀ ଦେଓ ଓ କର୍ମକର୍ତ୍ତା ବୃନ୍ଦ ଭୂୟସୀ ପ୍ରଶଂସା କରିଥିଲେ,ଏହି କାର୍ଯ୍ୟକ୍ରମରେ ଶଙ୍କର ହଲଦର, ପ୍ରଦୀପ ମହାନ୍ତି, ଲକ୍ଷ୍ମୀପ୍ରିୟା ପାଢ଼ୀ, ବଟକୃଷ୍ଣ ମହାପାତ୍ର, ଜଗନ୍ନାଥ ଦୋରା, ରାମଚନ୍ଦ୍ର ହଲଦର, ନାରାୟଣ ରାୟ ସିଂ, ବିନାୟକ ରାୟ ସିଂ, ସୁର୍ୟ ନାୟକ, ଜଗନ୍ନାଥ ପାଢ଼ୀ, ସୁନିଲ ମହାପାତ୍ର, ମନୋଜ କୁମାର ସାହୁ , ପରି ଶେଷରେ ଅଶୋକ ବଜାର ସଂପାଦକ କୃଷ୍ଣଚନ୍ଦ୍ର ସାହୁ ଧନ୍ୟବାଦ୍ ଜଣାଇଲେ
ଗୋ ମାତାଙ୍କୁ ୩୦ ଗୋଟି କମ୍ବଳ ସହିତ ଗୋ ସେବା











