Home / ମୁଖ୍ୟ ଖବର / ନୟାଗଡ଼ରେ ୭୨ତମ ଅଲ୍ ଇଣ୍ଡିଆ କୋ-ଅପରେଟିଭ୍ ଉତ୍ସବ ଅବସରରେ ପଦଯାତ୍ରା ଅନୁଷ୍ଠିତ।

ନୟାଗଡ଼ରେ ୭୨ତମ ଅଲ୍ ଇଣ୍ଡିଆ କୋ-ଅପରେଟିଭ୍ ଉତ୍ସବ ଅବସରରେ ପଦଯାତ୍ରା ଅନୁଷ୍ଠିତ।

whatsapp image 2025 11 21 at 08.47.22 f07759ee

ନୟାଗଡ଼,ତା-୨୦/୧୧/୨୫ରିଖ -ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ -ଅନ୍ତର୍ଜାତୀୟ କୋ-ଅପରେଟିଭ୍ ବର୍ଷ ପାଳନ ଉଦ୍ଦେଶ୍ୟରେ , ନୟାଗଡ଼ ଜିଲ୍ଲା କୋ-ଅପରେଟିଭ୍ ବିଭାଗ ପକ୍ଷରୁ ଗାନ୍ଧୀଜୀଙ୍କ ମୂର୍ତ୍ତି, ତ୍ରିନାଥ ଛକ, ନୟାଗଡ଼ ଠାରୁ ଆରମ୍ଭ କରି ଜଗନ୍ନାଥ ମନ୍ଦିର, ପୁରୁଣା ବଜାର, ନୟାଗଡ଼ ପର୍ଯ୍ୟନ୍ତ ଏକ ୱାକାଥନ୍ ରାଲି ର ଆୟୋଜନ କରାଯାଇଥିଲା।

whatsapp image 2025 11 21 at 08.47.31 3bb2f0fb
whatsapp image 2025 11 21 at 08.47.31 3bb2f0fb


ଏହି କାର୍ଯ୍ୟକ୍ରମରେ ଡିଆରସିଏସ୍ ନୟାଗଡ଼, ଏଆରସିଏସ ନୟାଗଡ଼, ସିଇଓ ଏନ.ଡି. ସିସିବି , ନୟାଗଡ଼ ଉପସ୍ଥିତ ଥିଲେ । ପ୍ରାୟ ୧୦୦ ଜଣ ଅଂଶଗ୍ରହୀ—ଯାହାମଧ୍ୟରେ ସେବା ସମବାୟ ସମିତିର ସମ୍ପାଦକ ମାନେ ଓ ଆରଏମସି ବାହାଡ଼ଝୋଲା ନୟାଗଡ଼ର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବହମୁଖି ସମବାୟ ସମିତିରେ ପରିଣତ କରିବା ଓ ସମବାୟ ସମିତି ମାଧ୍ୟମରେ କୃଷକମାନଙ୍କ ଆୟ ବୃଦ୍ଧି କରିବା ହିଁ ଏହି ୱାକାଥନ୍‌ର ମୁଖ୍ୟ ଲକ୍ଷ୍ୟ ଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply