ପୁରୀ : ୯/୧୨/୨୦୨୫ – ମଙ୍ଗଳ ବାର ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଗୌଡକେରା, କହ୍ନେଇ ବିଦ୍ୟାଧର ପୁର ରେ ଆଜି ସାଧାରଣ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇ ଥିଲା। 30 ଜଣ ମହିଳା ଓ ପୁରୁଷ ମାନଙ୍କୁ ଗ୍ରାମର ମୁଖିଆ ଲକ୍ଷ୍ମଣ ପ୍ରଧାନ ଙ୍କ ସହଯୋଗରେ ଏହି କାର୍ଯ୍ୟ ହୋଇଥିଲା।ଅନୁଷ୍ଠାନ ପକ୍ଷରୁ

ଦୋଲଗୋବିନ୍ଦ ପଣ୍ଡା,ପ୍ରତାପ ଚନ୍ଦ୍ର ଦାସ, ପୂର୍ଣ୍ଣ ଚନ୍ଦ୍ର ସାହୁ,ତରୁଣ କବି ଦାମୋଦର ପରିଡ଼ା,ସ୍ଥିତପ୍ରଜ୍ଞା ଜେନା,ତପନ ଆଚାର୍ଯ୍ୟ, ବିକାଶ ସେନାପତି, ଅନିଲ ନାୟକ,ଅନୁଷ୍ଠାନ ର ଅଧ୍ୟକ୍ଷ ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅତି ସୁନ୍ଦର ଭାବେ କାର୍ଯ୍ୟ ସମାହିତ ହୋଇଥିଲା।











