କାକଟପୁର ୨୨/୨/୨୦୨୬ ( ତୁଷାର ଦୀକ୍ଷିତ ) କାକଟପୁର ବ୍ଲକ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ ଅସି ଦଶକରୁ ଶିକ୍ଷକତା ଜୀବନ ଆରମ୍ଭ କରି ଥିବା ଛାତ୍ର ଵସ୍ଚଳ ଅବସର ପ୍ରାପ୍ତ ସହକାରୀ ଶିକ୍ଷକ ହରିହର ସାହୂ ଙ୍କ ର ସନ୍ଧ୍ୟା 6 ଘଟିକା ସମୟରେ କାକଟପୁର ସ୍ଥିତ ବାସଭବନ ରେ ପରଲୋକ ହୋଇ ଯାଇଛି, ମୃତ୍ୟୁ ବେଳକୁ ତାଙ୍କୁ 76 ବର୍ଷ ହୋଇଥିଲା, ସେ ଦୀର୍ଘ ଦିନ ହେବା କୀଡୀନ ଜନିତ ରୋଗ ରେ ପୀଡିତ ଥିଲେ, ସେ ତାଙ୍କ ଶିକ୍ଷକତା ସମୟରେ ବହୁ ଛାତ୍ର ଙ୍କୁ ଦିଗଦର୍ଶନ ଦେଇ ଛାତ୍ର ମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନ କରିଥିଲେ, ଅବସର ଗ୍ରହଣ କରିବା ପରେ ଅନୁକୂଳ ଚନ୍ଦ୍ର ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଭିନ୍ନ ଧର୍ମାନୁଷ୍ଠାନ ସହିତ ଜଡିତ ଥିଲେ, ତାଙ୍କ ମୃତ୍ୟୁ ଖବର ପାଇଁ ଆତ୍ମୀୟ ସୋଜ୍ଜନ,ବନ୍ଧୁ ବାନ୍ଧବ, ଛାତ୍ର ଦୁଃଖ ପ୍ରକାଶ କରିବା ସହିତ ଶେଷ ଦର୍ଶନ କରିଥିଲେ, ଶେଷ କୃତ୍ୟ ନିଜ ଗାଁ ମସାଣି ରେ ହୋଇଥିବା ବେଳେ ବଡ଼ ପୁଅ ହିମାଦ୍ରୀ ଓ ହିମାଂଶୁ ଙ୍କ ସହିତ ଆତ୍ମୀୟ ସଜନ ମାନେ ଉପସ୍ଥିତ ଥିଲେ,ହରି ସାର ଏକ ମିଷ୍ଠ ଭାଷୀ, ପରୋଉପକାରୀ, ଛାତ୍ର ଵସ୍ଚଳ ଥିବାରୁ ଅମୂଣିହାଁ ପାଟଣା ଗାଁ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଉଛି
ଅବସର ପ୍ରାପ୍ତ ଛାତ୍ର ଵସ୍ଚଳ ଶିକ୍ଷକ ଙ୍କ ପରଲୋକ
No Comments
February 24, 2026 4:31 am
Previous Article
Next Article

ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ କୃଷ୍ଣ ଜଗଦେବଙ୍କୁ ବିଜେପି ପ୍ରାର୍ଥୀ କରିବା ପାଇଁ ଦାବି ଜୋରଦାର
ସିପାହୀ ଅଶୃଢିପା ଗ୍ରାମର ବାଲୁଙ୍କେଶ୍ୱର ମହାଦେବଙ୍କ ବାର୍ଷିକ ଉତ୍ସବରେ ଯୋଗ ଦେଲେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ।

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





