Home / ମୁଖ୍ୟ ଖବର / ନୟାଗଡ଼ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ରୂପେ କାମାକ୍ଷା ପ୍ରସାଦ ଦାଶ ନିଯୁକ୍ତ।

ନୟାଗଡ଼ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ରୂପେ କାମାକ୍ଷା ପ୍ରସାଦ ଦାଶ ନିଯୁକ୍ତ।

ନୟାଗଡ଼,ତା-୭.୬.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ଓଡିଶା ସରକାରଙ୍କ ଶିଶୁ ଓ ମହିଳା ବିକାଶ ବିଭାଗ ତରଫରୁ ଏବଂ ଓଡିଶା ଶିଶୁ ଯତ୍ନ ଓ ସୁରକ୍ଷା ଅଧିନିୟମ, 2018 ର ଧାରା 9 ଅନୁସାରେ ନୟାଗଡ଼ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ପୁନର୍ଗଠନ କରାଯାଇଛି l ସୋହମ୍ ସଂଗଠନର ପ୍ରତିଷ୍ଠାତା ସମ୍ପାଦକ ତଥା ସମାଜସେବୀ ଓ ଆଇନଜିବୀ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ଅଧ୍ୟକ୍ଷ ରୂପେ ନିଯୁକ୍ତି ହୋଇଥିବା ବେଳେ ଏହାର ସଦସ୍ୟ ରୂପେ ସମାଜସେବୀ ସସ୍ମିତା ବାଡ଼ , ଇପ୍ସିତା ଅଗ୍ରୱାଲ, ଆଇନଜିବୀ ରୋଜାଲିନ ସାହୁ ଓ ତପସ୍ଵିନୀ ସେଠୀ ନିଯୁକ୍ତ ହୋଇଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply