ପୁରୀ, ୧୧/୬/୨୬ ପ୍ରସିଦ୍ଧ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀରେ ଏକ ମର୍ମସ୍ପର୍ଶୀ ୧୫ ମିନିଟର ବାଲୁକା ଆନିମେସନ ଉପସ୍ଥାପନା ମାଧ୍ୟମରେ ଏୟାର ଇଣ୍ଡିଆ ଫ୍ଲାଇଟ୍ AI171 ର ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ହୃଦୟସ୍ପର୍...
ପୁରୀ ତା୧୧-୬-୨୦୨୬ ରିଖ ଗୁରୁବାର ଦିନ ଦିବା ୧୧ ଘଟିକା ସମୟରେ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ( ସି . ଆଇ. ଟି.ୟୁ ) ପୁରୀ ଜିଲ୍ଲା ଶାଖା ତରଫରୁ ୯ ଦଫା ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ଦାବି ଗୁଡ଼ିକ ହେଲା...
ପୁରୀ, ୧୦-୬-୨୬ ପ୍ରତିନିଧି: ଶ୍ରୀଜଗନ୍ନାଥ ଧାମକୁ ଦର୍ଶନ ପାଇଁ ଆସିଥିବା କର୍ଣ୍ଣାଟକର ଜଣେ ମହିଳା ଭକ୍ତଙ୍କ ହଜିଯାଇଥିବା ୱାଲେଟ୍ ସହ ୭୦ ହଜାର ଟଙ୍କା ନଗଦ ଓ ଜରୁରୀ କାଗଜପତ୍ରକୁ ପୁରୀ ପୋଲିସ୍ ସଫଳତାର ସହ ଉଦ୍ଧାର କରି ଫେରସ୍ତ କରିଛି। ପୋଲି...
ପୁରୀ,10/6/୨୬ ପ୍ରତିନିଧି: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ କର୍ଣ୍ଣାଟକରୁ ପୁରୀ ଆସିଥିବା ଜଣେ ମହିଳା ଭକ୍ତଙ୍କ ହଜିଯାଇଥିବା ମୂଲ୍ୟବାନ ସାମଗ୍ରୀକୁ ପୁରୀ ପୋଲିସ୍ ତ୍ୱରିତ ପଦକ୍ଷେପ ନେଇ ଉଦ୍ଧାର କରି ସୁରକ୍ଷିତ ଭାବେ ଫେରାଇ ଦେଇଛି।...
କାକଟପୁର ତା ୧୦/୬ (ତୁଷାର ଦୀକ୍ଷିତ ) ରାମକୃଷ୍ଣ ଶିଶୁ ମନ୍ଦିରର ଜଣେ ସୁନାମଧନ୍ୟ ତଥା ସମସ୍ତଙ୍କ ପ୍ରିୟ ଶିକ୍ଷକ ବିମଳ ଗୁରୁଜୀଙ୍କର ଅକାଳ ବିୟୋଗ ଘଟିଛି। ଗତକାଲି ବିଳମ୍ବିତ ରାତିରେ ହଠାତ୍ ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଯାଇଥିବା ସୂଚନ...
ପୁରୀ ୯/୬ ସାମାଜିକ ଅନୁଷ୍ଠାନ ସଂପର୍କ ପକ୍ଷରୁ ସୁରଜମଲ୍ଲ ଶାହା ମହାବିଦ୍ୟାଳୟ, ପୁରୀ ଠାରେ ଚାରି ଦିନିଆ ଗ୍ରୀଷ୍ମକାଳୀନ ସେବା ପ୍ରଶିକ୍ଷଣ ଶିବିର–୨୦୨୬ ଆରମ୍ଭ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ, ବିପର୍ଯ୍ୟୟ ପରିଚା...
ପୁରୀ: ୮/୬/୨୦୨୬- ନୀତିଗତ ଭାବରେ ଜାତୀୟ ରାଜପଥ ମାନ୍ୟତାପ୍ରାପ୍ତ ଅବିଭକ୍ତ ପୁରୀଜିଲ୍ଲାର ଜୀବନ ରେଖା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଵିତ୍ର ସହରକୁ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶା ସହିତ ସଂଯୋଗ କରୁଥିବା ନୂଆ ଜଗନ୍ନାଥ ସଡ଼କ ସ୍ଥାନୀୟ ଲୋକସଭ...
ପୁରୀ ୮/୬ ଚଳିତ ରଥଯାତ୍ରା ରେ ଶ୍ରଦ୍ଧାଳୁ ଓ ଯାତ୍ରୀ ମାନଙ୍କ ସୁବିଧା ପାଇଁ ସରକାରଙ୍କ ସୂଚନା ଓ ଲାଗି ସମ୍ପର୍କ ବିଭାଗ ପକ୍ଷରୁ ବଡଦାଣ୍ଡ ସହ ଜିଲ୍ଲା ଓ ଜିଲ୍ଲା ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏଲଇଡି ...
ପୁରୀ ୮/୬ ଆଜି ପୁରୀ ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ଓଡିଶା କ୍ରୀଡ଼ା ମହାକୁମ୍ଭ ସିଏମ ଟ୍ରଫି ର ଖୋ ଖୋ ଖେଳର ସେମିଫାଇନାଲ ମ୍ୟାଚ ଆରମ୍ଭ ହୋଇଛି।ପୂର୍ବରୁ ୪ ଟି ଜୋନ ମାଧ୍ୟମରେ ଅନୁଷ୍ଠିତ ଖୋ ଖୋ କ୍ରୀଡାର ଚମ୍ପିୟାନ ୪ ଗୋଟି ବାଳକ ଓ...
ପୁରୀ ୮/୬ ଚଳିତ ବର୍ଷ ର ଦେବସ୍ନାନ ପୂର୍ଣ୍ଣିମା ଜୁନ ୨୯ ତାରିଖରେ ଅନୁଷ୍ଠିତ ହେବ।ସ୍ନାନ ପୂର୍ଣ୍ଣିମା ପରଦିନ ଠାରୁ ବ୍ରହ୍ମଗିରି ସ୍ଥିତ ମହାପ୍ରଭୁ ଅଲାରନାଥ ଙ୍କ ଦର୍ଶନ ଆରମ୍ଭ ହୋଇଯିବ।ଉଭୟ କାର୍ଯ୍ୟ କୁ ଶାନ୍ତି ଶୃଙ୍ଖଳା ର ସହ ସମାପନ ପାଇଁ ...











