କାକଟପୁର ତା ୨୦/୧୧/୨୪ ,( ତୁଷାର ଦୀକ୍ଷିତ )କାକଟପୁର ଥାନା ଅଧିନସ୍ଥ ପଥରପକା କେନାଲ ରାସ୍ତାରେ ଏକ ବେଆଇନ ଗୋରୁ ବୋଝେଇ ମହିନ୍ଦ୍ରା ପିକଅପ ଭ୍ୟାନ (ନମ୍ବର OD05BP-2877) ରେ ଗୋଚାଲାଣକାରୀ ମାନେ ଚୋରାଚାଲାଣ କରୁଥିବାବେଳେ କାକଟପୁର ପୋଲିସ କ...
କାକଟପୁର , ୧୯/୧୧- ( ତୁଷାର ଦୀକ୍ଷିତ )ଅଲିଭରିଡିଲେ କଇଁଛ ଙ୍କ ପ୍ରଜନନ ଋତୁ ଚାଲିଥିବା ବେଳେ ରାଜ୍ୟ ସରକାର ଏହି ବିରଳ ପରିବେଶ ସୁରକ୍ଷାକାରି କଇଁଛ ଙ୍କ ସୁରକ୍ଷା ପାଇଁ ସରକାର ଙ୍କ ତରଫରୁ ଏକ ସ୍ୱତନ୍ତ୍ର ନିର୍ଦ୍ଧେଶ ଜାରି ହୋଇଛି l ନଭେମ୍ବର...
କାକଟପୁର ତା ୧୯/୧୧, (ତୁଷାର ଦୀକ୍ଷିତ ) କାକଟପୁର ଜାହାନ ପବ୍ଲିକ ସ୍କୁଲର ଇଣ୍ଟର କ୍ଲାସ କ୍ରିକେଟ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ମା ମଙ୍ଗଳା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ମ୍ୟାଚକୁ ଶି...
କାକଟପୁର ତା ୧୮/୧୧(ତୁଷାର ଦୀକ୍ଷିତ )ସୋମବାର ପୂର୍ବାହ୍ନ ୯ ଘଟିକା ସମୟରେ ସ୍ୱମେଶ୍ୱର ସାମିଲ ସମିଆ ଗ୍ରାମର ଶେଖ କାଦିରଙ୍କ ଝିଅ ସାଇମିନ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ମଙ୍ଗଳା ମନ୍ଦିର ଦର୍ଶନ କରାଇବାକୁ ନେଇ ପଶ୍ଚିମ ଦ୍ୱାର ଦେଇ ମନ୍ଦିର ବ...
ପୁରୀ: ତା ୧୬.୧୧.୨୪ ଏବେକାର ସମାଜରେ ମନୁଷ୍ୟ ପ୍ରାୟତଃ ବସ୍ତୁବାଦୀ ବିଚାରର ବଶବର୍ତ୍ତୀ ହେବା ଫଳରେ ନିଜର ସଂସ୍କୃତି, ଶୃଙ୍ଖଳା ଓ ସଂସ୍କାର ଠାରୁ ଧୀରେ ଧୀରେ ଦୂରେଇ ଯାଉଛି | ତେଣୁ ମଣିଷ ଜୀବନରେ ଏକ ସୁଧାର ଆଣିବା ଉଦ୍ଦେଶ୍ୟରେ ଶ୍ରୀଜଗନ୍ନାଥ...
କାକଟପୁର ତା୧୬/୧୧ତୁଷାର ଦୀକ୍ଷିତ ଆଜି ଥିଲା ଜାତୀୟ ପ୍ରେସ ଦିବସ l ଏହି ପ୍ରରିପେକ୍ଷିରେ ପୁରୀଜିଲ୍ଲା ଚାରିଛକ ସାମ୍ବାଦିକ ସଂଘ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାତୀୟ ପ୍ରେସ ଦିବସ -2024 ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପାଳିତ...
କାକଟପୁର ତା ୧୫/୧୧ ତୁଷାର ଦୀକ୍ଷିତହିନ୍ଦୁ ଧର୍ମ ତଥା ଆମ ଓଡ଼ିଆଙ୍କ ପାଇଁ କାର୍ତ୍ତିକ ମାସର ମହତ୍ତ୍ୱ ବେଶ ଗୁରୁତ୍ୱପୂର୍ଣ୍ଣ। କାର୍ତ୍ତିକ ମାସକୁ ଧର୍ମ ମାସ ହିସାବରେ ଗଣନା କରାଯାଏ।ଅଧୁନା ଯୁଗରେ ଗାଁ ପରିବେଶରେ ସହରୀ ସଭ୍ୟତାର ପ୍ରବେଶ ପରେ ଧ...
କାକଟପୁର ୫/୧୧ତୁଷାର ଦୀକ୍ଷିତପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଛୁରିଅନା ଗ୍ରାମପଞ୍ଚାୟତ ର ପୀର ଜାହାନିଆ ପୀଠ ଠାରେ ଶୁକ୍ରବାର ଦିନ ବାଲିଯାତ୍ରା ଆରମ୍ଭ ହୋଇଛି । ସକାଳ ୭ ଘଟିକା ରେ, ଓଡ଼ିଶା ସରକାର ଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ...
ସାକ୍ଷୀଗୋପଳ: ତା ୧୪.୧୧.୨୪ଶାଶ୍ଵତ ଟିଭିସାକ୍ଷୀଗୋପାଳ ବଜାର ରେଳ ଫାଟକ ରେ ଘଟିଛି ଅଭାବନୀୟ ଘଟଣା ଅଜଣା ଅଟୋ ଗାଡ଼ି ମାଡ଼ରେ ଭାଙ୍ଗି ଯାଇଛି ରେଳ ଫାଟକ ଗେଟ୍। ଆଜି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ସକାଳୁ ସାକ୍ଷୀଗୋପାଳ ରେ ରହିଛି ପ୍ରବଳ ଭିଡ...
କାକଟପୁର: ତା ୧୪/୧୧/୨୦୨୪ ( ତୁଷାର ଦୀକ୍ଷିତ )ପୁରୀଜିଲ୍ଲା କାକଟପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜାହାନ ପବ୍ଲିକ ସ୍କୁଲରେ ଅନୁଷ୍ଠାନର ନିର୍ଦ୍ଦେଶିକା ସୁମିତ୍ରା ଘୋଷଙ୍କ ପୌରହିତ୍ୟରେ ଶିଶୁ ଦିବସ ଓ ପଣ୍ଡିତ ଜବାହାରଲାଲ ନେହୁରୁଙ୍କ ଜନ୍ମ ଜୟନ୍...











