puri:୨୩/୩/୨୬ ତା 21/3/26 ରୁ 31/3/26 ପ୍ରଯ୍ୟନ୍ତ Special Enforcement cum Road Safety Awareness Drive ରାଜ୍ୟ ପରିବହନ ଙ୍କ ତରଫରୁ ରଖାଯାଇଅଛି. ଏଣୁ ତା 21/03/26 ରିଖଠାରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ଏନ୍ଫୋର୍ସମେ...
ପୁରୀ (୨୩/୩) : ଆଜି ଭକ୍ତ ସାଲବେଗ ସମ୍ମିଳନୀ କକ୍ଷରେ ମଞ୍ଚ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ବୈଠକ ସ୍ତମ୍ଭକାର ହରିଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଆବାହକ ସ୍ଵାଧୀନ କୁମାର ପଣ୍ଡା ପୂର୍ବ ବୈଠକର ବିବରଣୀ ପାଠ କରିଥି...
କାକଟପୁର ତା ୨୩/୩,କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନିକଟରେ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି ବାସନ୍ତିକ ଦୁର୍ଗାପୂଜା ବା ନବପତ୍ରିକା ପୂଜା l ଏହି ପୂଜା ୨୪ ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ୨୬ ତାରିଖ ଗୁରୁବାର ଦିନ ଶେ...
ପୁରୀ ୨୩/୩ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ଡେଲାଙ୍ଗ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୧୧୮ ଗୋଟି ଅଭିଯୋଗ ମ...
ପୁରୀ ୨୩/୩ ପୁରୀ ଭିକ୍ଟୋରିଆ ହୋଟେଲ ସମ୍ମୁଖ ସି ବିଚ ଠାରେ ତିନି ଦିନିଆ ଫିଟ ଇଣ୍ଡିଆ କାର୍ନିଭାଲ ଆଜି ସଂଧ୍ୟାରେ ଉଦଯାପିତ ହୋଇଥିଲା।ଭାରତୀୟ କ୍ରୀଡା ପ୍ରାଧିକରଣ, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ପୁରୀ ଜିଲ୍ଲା ପ୍ରଶାସନ କ୍ରୀଡା କାର...
ପୁରୀ,୨୩/୩/୨୦୨୬ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି” ମଣତି ପାଇଁ ପ୍ରସ୍ତୁତି ବୈଠକ ଅପରାହ୍ନ ଘ.୧.୩୦ ମି. ସମୟରେ ଶ୍ରୀମନ୍ଦିର ସଭା କକ୍ଷ ଠାରେ ମାନ୍ୟବର ଆଇନ୍ ମନ୍ତ୍ର ଶ୍ରୀଯୁକ୍ତ ପୃଥୀରଜ୍ ହରିଚନ୍ଦନ ମହୋଦୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠି...
ପୁରୀ, ୨୩ ମାର୍ଚ୍ଚ: ସହିଦ ଦିବସ ଅବସରରେ ‘ସଂପର୍କ’ ଓ ‘ମାଇ ଭାରତ’ ତରଫରୁ ପୁରୀ ଜିଲ୍ଲା ସ୍ତରରେ “ମୋର ଭାରତ, ମୋର ଦାୟିତ୍ୱ” ଶୀର୍ଷକରେ ଏକ ବିଶାଳ ପଦଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ସଫଳତାର ସହିତ ଆୟୋଜିତ ହୋଇଛି। ଏହି ଅବସରରେ ଦେଶର ଅମର ସହ...
ପୁରୀ: ୨୧/୩/୨୬ ଓଡ଼ିଆ ମାନଙ୍କର ପର୍ବପର୍ବାଣୀ ଭିତରେ ଯେମିତି ବିଭିନ୍ନତା ରହିଛି ସେମିତି ଓଡ଼ିଆ ଖାଦ୍ୟର ମଧ୍ୟ ଏକ ସ୍ୱତନ୍ତ୍ରତା ରହି ଆସିଛି। ଭିନ୍ନ ଭିନ୍ନ ଋତୁରେ ପରିବେଶ ଅନୁକୁଳିତ ଖାଦ୍ୟ ପେୟ ଅନେକାଂଶରେ ବୈଜ୍ଞାନିକ ସମ୍ମତ ମଧ୍ୟ। ସହସ୍...
ପୁରୀ,୨୨/୩/୨୬ ଅପରେସନ ଚକ୍ର ଅଭିଯାନରେ ପୁଣି ୪ ଜଣ ପେଷାଦାର ବ୍ରାଉନ ସୁଗାର ବେପାରୀକୁ ଟାଉନ ଥାନା ପୋଲିସ ଗିରଫ କରିଛି। ସନ୍ଧ୍ୟାରେ ଲୁଚି ଛପି କୁସୁନୁ ଖୁଣ୍ଟିଆ ଜାଗାପାଖରେ ଜଣେ ଆନ୍ତଃଜିଲ୍ଲା ବ୍ରାଉନ ସୁଗାର ବେପାରୀ ବ୍ରାଉନ ସୁଗାର ବିକିବ...
ପୁରୀ, ୨୧/୩/୨୦୨୬ ଗୋପ, ବୁଧବାର: ପୁରୀ ଜିଲ୍ଲାର ଗୋପ ଅଞ୍ଚଳରେ ପ୍ରସିଦ୍ଧ ଶ୍ରୀଗୋପାଳଜୀଉଙ୍କ ସାଗର ସ୍ନାନ ମେଳଣ ମଙ୍ଗଳବାର ଦିନ ଭବ୍ୟ ଭାବେ ଆରମ୍ଭ ହୋଇଛି। ପ୍ରାୟ ୨୦୦ ବର୍ଷର ଐତିହ୍ୟ ବୋହି ଆସୁଥିବା ଏହି ପରମ୍ପରା ପୁରୀ ଜିଲ୍ଲାର ସର୍ବପୁରା...










