ଆଜି ସତ୍ୟବାଦୀ ଗସ୍ତରେ ଆସିଥିଲେ 5t ସଚିବ vk Pandian, ଅପରାହ୍ନ 2 ଘଣ୍ଟା ସମୟରେ ସତ୍ୟବାଦୀ ଉତ୍କଳ ମଣି ସ୍ମୃତି ମହାବିଦ୍ୟାଳୟ ଖେଳପଡ଼ିଆ ଠାରେ ପହଞ୍ଚିବା ପରେ ଅଞ୍ଚଳ ବାସୀଙ୍କ ତରଫରୁ କରାଯାଇଥିଲା। ସଚିବ ସଭାସ୍ଥଳକୁ ଯିବା ସମୟରେ ଘଟିଥିଲା...
କାକଟପୁର ତା ୧୯/୮,ଶନିବାର ୫ଟି ସଚିବ ଭିକେପାଣ୍ଡିଆନଙ୍କ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିଲା କାକଟପୁର ନିର୍ବାଚନ ମଣ୍ଡଳୀର କାକଟପୁର ବ୍ଲକ ପଡିଆ ଠାରେ ଆଜି ପୂର୍ବାହ୍ନ 10.15 ମିନିଟରେ ପହଞ୍ଚିଥିଲେ ଭି...
ପୁରୀ ୨/୮ ପୁରୀ ଜିଲ୍ଲା ପରିଷଦର ୫ମ ବୈଠକ ଗତକାଲି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦର ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ପୁରୀ କୁ ଏକ ବି...
ତା ୩୧.୭.୨୩ : ପୁରୀପୁରୀରେ ଅନୁଷ୍ଟିତ ହୋଇଯାଇଛି ଯୁବ କଂଗ୍ରେସ ର ଶୋଭାଯାତ୍ରା କାର୍ଯ୍ୟକ୍ରମ। ସୋମ ବାର ସକାଳ ୧୧ଟା ସମୟ ରେ ଗୁଣ୍ଡିଚା ମନ୍ଦିର ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରାରେ ଯାଇ ପୁରୀ ସହର ପରିକ୍ରମା କରିଛନ୍ତି | ଏହି ଶୋଭାଯାତ୍ରା...
କାକଟପୁର ତା ୧/୮,ମଙ୍ଗଳବାର ରାଜ୍ୟ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ସାଶନ ସଚିବ ବିଜୟ ପଟନାୟକଙ୍କ ଅଧକ୍ଷତାରେ ଏକ ପାଞ୍ଚ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ତାଳଦା ପଞ୍ଚାୟତର ଏଡବାଂଶ ପଢ଼ିଆର...
ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏକ ମିନି ଇଣ୍ଡିଆ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି । ଆଜି ଅପରାହ୍ନରେ ଏସସିବି ମେଡିକାଲ କଲେଜ ଓ ହସପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି। ସେ କହିଥିଲ...
ପୁରୀ ଜିଲ୍ଲାକୁ ମିଳିଲା ନୂତନ ଯୁବ କଂଗ୍ରେସ ସଭାପତି, ପୁରୀ ସହରର ଉଦୀୟମାନ ଯୁବକ ତଥା ସମାଜ ସେବୀ ଆଲୋକ କୁମାର ଦାଶ ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ ପଛରେ ପକାଇ ଶେଷରେ ସର୍ବାଧିକ ଭୋଟ ପାଇଁ ଯୁବ ସଭାପତି ପଦର ବିଜୟ ମୁକୁଟକୁ ହାତେଇଛନ୍ତି।ପୁରୀ...
ଅସ୍ତରଙ୍ଗ,24/7-ଅସ୍ତରଙ୍ଗ ବ୍ଲକ ମୁଖ୍ୟ ବଜାର ,ଲଷ୍ମୀ କଲ୍ୟାଣ ମଣ୍ଡପ ଠାରେ ରବିବାର ଦିନ, ଅନୁଷ୍ଠାନିକ ଭାବେ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେଇ ଯାଇ ଅଛି । ବରିଷ୍ଠ ସାମ୍ବାଦିକ ତଥା ମୁଖ୍ୟ ପରାମର୍ଶ ଦାତା,ଶ...
କାକଟପୁର ତା 24/07,ରାଜ୍ୟ ସରକାର ସାଧାରଣ ଲୋକ ମାନଙ୍କ ପାଖରେ ସିଧା ପହଂଚିବା,ଲୋକ ମାନଙ୍କୁ ସରକାର ଙ୍କ ତରଫରୁ ଆସୁଥିବା ସବୁ ସୁବିଧା, ସୁଯୋଗ ଯୋଗାଇବା ଗରିବ ଲୋକ ମାନେ ଠିକ ସମୟରେ ଯେପରି ସୁବିଧା ପାଇ ପାରିବେ, ଲୋକମାନଙ୍କ ବିଭିନ୍ନ ବିଭାଗ...
ମେ ୨୯ ତାରିଖରେ ମୋ ଘର ଯୋଜନା ରାଜ୍ୟ କ୍ୟାବିନେଟରେ ଘୋଷଣା କରିଥିଲେ ରାଜ୍ୟ ସରକାର । ଗରିବଙ୍କୁ କେମିତି ଖଣ୍ଡେ ପକ୍କା ଘର ମିଳିବ, ସେନେଇ ଏଥିରେ ବ୍ୟବସ୍ଥା କରାଯାଇଥିଲା । ଓଡିଶା ହାଉସିଂ ମିଶନ ପକ୍ଷରୁ ସବୁ ବ୍ୟାଙ୍କକୁ ଚିଠି ଲେଖି ମୋ ଘର ଯ...















