Home / ମୁଖ୍ୟ ଖବର / ମହିଳା ଫୁଟବଲର ବିକାଶ ସହ କଳିଙ୍ଗ କପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟକୁ ପୁଣି ଆରମ୍ଭ କରିବା ଲାଗି ଅନୁରୋଧ

ମହିଳା ଫୁଟବଲର ବିକାଶ ସହ କଳିଙ୍ଗ କପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟକୁ ପୁଣି ଆରମ୍ଭ କରିବା ଲାଗି ଅନୁରୋଧ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସର୍ବଭାରତୀୟ ଫୁଟବଲ ଫେଡେରେସନ୍‌ର ସଭାପତି କଲ୍ୟାଣ ଚୌବେ ଏବଂ ସାଧାରଣ ସମ୍ପାଦକ ଶାଜି ପ୍ରଭାକରନ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମହିଳା ଫୁଟବଲର ବିକାଶ ସହ କଳିଙ୍ଗ କପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟକୁ ପୁଣି ଆରମ୍ଭ କରିବା ଲାଗି ଅନୁରୋଧ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply