Home / ମୁଖ୍ୟ ଖବର / ଜେଲରୁ ବାହାରିଲା ନାଗଲେଡୀ ବ୍ଲାକ ମେଲର ଅର୍ଚ୍ଚନା

ଜେଲରୁ ବାହାରିଲା ନାଗଲେଡୀ ବ୍ଲାକ ମେଲର ଅର୍ଚ୍ଚନା

ନୟାପଲ୍ଲୀ ଥାନାରେ ଥିବା ମାମଲାରେ ଏହି ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। କୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯିବେ ନାହିଁ, ତଦନ୍ତରେ ସହଯୋଗ କରିବେ, ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ପୂର୍ବରୁ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦକୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ସୂଚନା ପ୍ରଦାନ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ ବିଶ୍ଵ ଚନ୍ଦନ ମହାନ୍ତି

SPREAD YOUR LOVE WITH YOUR FRIENDS AND FAMILY

Leave a Reply