Home / ମୁଖ୍ୟ ଖବର / ଆଇଆଇସି କୁମ୍ଭାରପଡା ଏବଂ ତାଙ୍କ ଦଳ ଦ୍ୱାରା ଗିରଫ ହୋଇଛି ଦାଦାବଟି ମାଫିଆ

ଆଇଆଇସି କୁମ୍ଭାରପଡା ଏବଂ ତାଙ୍କ ଦଳ ଦ୍ୱାରା ଗିରଫ ହୋଇଛି ଦାଦାବଟି ମାଫିଆ

ଏକ ସଠିକ୍ ଯୋଜନାବଦ୍ଧ ଗୁପ୍ତଚର ଭିତ୍ତିକ ଆକ୍ରମଣରେ ପୁରୀର ଜଣେ ଦାଦାବଟି ମାଫିଆ ଏବଂ ୱାଣ୍ଟେଡ୍ କ୍ରୀମିନାଲ (03 ରୁ ଅଧିକ ମାମଲାରେ ଜଡିତ) – ଟିକି, ଆଇଆଇସି କୁମ୍ଭାରପଡା ଏବଂ ତାଙ୍କ ଦଳ ଦ୍ୱାରା ଗିରଫ ହୋଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply