Home / ରାଜନୀତି / ବିଜେପି ପକ୍ଷରୁ “ବିଶ୍ଵକର୍ମା ଯୋଜନା” ସମ୍ପର୍କରେ କୁଶଳୀ ମୂର୍ତ୍ତିକାର ମାନଙ୍କୁ ଅବଗତ କରାଗଲା

ବିଜେପି ପକ୍ଷରୁ “ବିଶ୍ଵକର୍ମା ଯୋଜନା” ସମ୍ପର୍କରେ କୁଶଳୀ ମୂର୍ତ୍ତିକାର ମାନଙ୍କୁ ଅବଗତ କରାଗଲା

whatsapp image 2023 09 17 at 19.09.03

କାକଟପୁର 17/9 ବିଶ୍ବ ବ୍ରହ୍ମାଣ୍ଡ ନିର୍ମାତା ବିଶ୍ୱକର୍ମା ପ୍ରଭୁଙ୍କ ପୂଜା ଅବସରେରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ୧୮ପ୍ରକାର କୁଶଳୀ ଶ୍ରମିକଙ୍କ ସ୍ୱାର୍ଥକୁ ଦୃଷ୍ଟି ରେ ରଖି “ପ୍ରଧାନ ମନ୍ତ୍ରୀ ବିଶ୍ଵକର୍ମା ଯୋଜନା”କୁ ତଳ ସ୍ତରରେ କିଭଳି ଭାବେ ସଫଳ ଭାବେ ପହଞ୍ଚିବ ସେଥିପାଇଁ କାକଟପୁର ନିର୍ବାଚନ ମଣ୍ଡଳୀ ଓଥକା ପଞ୍ଚାୟତ ଆଦର୍ଶ ଗ୍ରାମ (ସୋମନାଥପୁର ମୁଦୁଲି ସାହି) ରେ ଚିତ୍ରକାର,, ହସ୍ତଶିଳ୍ପୀ,, ମୂର୍ତ୍ତିକାର,, ରାଜମିସ୍ତ୍ରୀ ମାନଙ୍କୁ ଯୋଜନ ବିଷୟରେ ଅବଗତ କରାଯାଇଥିଲା ।ଏହି ଗ୍ରାମର ଅନେକ ଯୁବକ,,ବୁଦ୍ଧିଜୀବୀ,, ମହିଳା ଯେଭଳି ଯୋଜନା ପାଇଁ ଖୁସି ବ୍ୟକ୍ତ କରିଥିଲେ।। ପୁରୀ ଜିଲ୍ଲା ଯୁବମୋର୍ଚ୍ଚା ସଂଯୋଜକ ପ୍ରିୟବ୍ରତ ବିଶ୍ବାଳ,, ପୂର୍ବତନ ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,, ଜିଲ୍ଲା କମିଟି ଲଳିଥ କୁମାର୍ ରଥ,, ପଞ୍ଚାୟତ ସଭାପତି ରବୀନ୍ଦ୍ର ବେହେରା ,, ଉପସଭାପତି ମୁନା ବେହେରା,, ଗୋପବନ୍ଧୁ ଦାସ,, ଦିପୁନ ତ୍ରିପାଠୀ,, ବିକାଶ ମୁଦୁଲି,, ଭାଗିରଥି ମହାନ୍ତି,, ପ୍ରଫୁଲ୍ଲ ବେହେରା ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply