Home / ରାଜନୀତି / ସତ୍ୟବାଦୀ ବ୍ଳକ ରେ ଯୋଗଦେଲେ ନୂତନ ବିଡିଓ

ସତ୍ୟବାଦୀ ବ୍ଳକ ରେ ଯୋଗଦେଲେ ନୂତନ ବିଡିଓ

whatsapp image 2023 10 05 at 09.27.52 f2364640

ସାକ୍ଷୀଗୋପାଳ: ୪.୧୦.୨୩

ସତ୍ୟବାଦୀ ବ୍ଳକ ରେ ନୂତନ ମଣ୍ଡଳ ଉନ୍ନୟନ ଅଧିକାରୀ ଭାବରେ ଲିପ୍ସା ରାୟ ବୁଧବାର ସତ୍ୟବାଦୀ ବ୍ଲକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି | ପୂର୍ବରୁ ସେ ନୟାଗଡ ଜିଲ୍ଲା ଖଣ୍ଡପଡାରେ ତହସିଲଦାର ଭାବରେ କାର୍ଯ୍ୟ କରୁଥିଲେ |
ସତ୍ୟବାଦୀ ବ୍ଲକ ବିଡ଼ିଓ ଲୋଚନ ଦାସ ଙ୍କର ଅନୁଗୁଳ ଜିଲ୍ଲା ବଅଁର ପାଳ ବ୍ଲକକୁ ବଦଳି ହେବା ପରେ ନୂତନ ମଣ୍ଡଳ ଉନ୍ନୟନ ଅଧିକାରୀ ଭାବରେ ଲିପ୍ସା ରାୟ ବୁଧବାର ସତ୍ୟବାଦୀ ବ୍ଲକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି 

SPREAD YOUR LOVE WITH YOUR FRIENDS AND FAMILY

Leave a Reply