Home / କ୍ରୀଡା / ସୁରେନ୍ଦ୍ର ନାଥ ବିଦ୍ୟାପୀଠ ର୨୪ତମ ବାର୍ଷିକ କ୍ରୀଡା

ସୁରେନ୍ଦ୍ର ନାଥ ବିଦ୍ୟାପୀଠ ର୨୪ତମ ବାର୍ଷିକ କ୍ରୀଡା

krida

ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର ର ୨୪ ତମ କ୍ରୀଡା ଉତ୍ସବ, ଯଥା ମଙ୍ଗଳ ବାର ଓ ବୁଧବାର ଦୁଇଦିନ ଧରି ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ଦିବସର ପ୍ରଥମ ଦିନରେ ପାଟଳଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଯଶୋବନ୍ତ ନାୟକ,ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉତ୍ସବ କୁ ଉଦ୍ଘାଟନ କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ କୁମାର ବେହେରା, ବିଚିତ୍ରାନନ୍ଦ ବିଶ୍ଵାଳ, କ୍ରୀଡା ଶିକ୍ଷକ ପୀତବାସ ବାରିକ, ଧୀରେନ୍ଦ୍ର ପ୍ରଧାନ, ପ୍ରକାଶ କୁମାର ଭୋଳ, ଧନଞ୍ଜୟ ସ୍ୱାଇଁ, ବିକାଶ ବେହୁରା, ଲିଙ୍ଗରାଜ ପରିଡ଼ା, ଦମୟନ୍ତୀ ଦେଈ, ପ୍ରିୟଦର୍ଶିନୀ ସେନାପତି,ଅର୍ଚ୍ଚନା ସେଠୀ,ସ୍ୱାଗତିକା ଦାସ, ଟୁନିଲତ ମହାନ୍ତି ଅଜୟ କୁମାର ସାହୁ,ରବୀନ୍ଦ୍ର ସ୍ବାଇଁ ଓ ବିଦ୍ୟାଳୟ ର ପୂର୍ବତନ ସମ୍ପାଦକ ପ୍ରଫୁଲ୍ଲ ନାୟକ ଉପସ୍ଥିତ ଥିଲେ । ଏହି କ୍ରୀଡା ଉତ୍ସବ ରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୟୋ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରି ଥିବାର ଦେଖାାଇଥିଲା ।
ସେହିପରି ଏହି ବ୍ଲକ ଅଧିନ ଜନତା ହାଇ ସ୍କୁଲ ବଂତିଲୋ ଠାରେ,ଦୁଇଦିନ ଧରି ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇ ଯାଇ ଅଛି । ଏହି କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପରିଡ଼ା,ଓ ଶିକ୍ଷକ ଚିତ୍ତରଞ୍ଜନ ବିଶ୍ଵାଳ ପରିଚାଳନା କର୍ଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply