ଗୋଆ ଠାରେ ଅନୁଷ୍ଟିତ ହୋଇଯାଇଛି ୨୨ ତମ ଜାତୀୟ ପାରା ଆଥଲେଟ ୨୦୨୪, ଜାନୁୟାରୀ ୧୦ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରରେ ସତ୍ୟବାଦୀ ର ଝିଅ ଜୟନ୍ତୀ ବେହେରା ମହିଳା ୧୦୦ମିଟର,୨୦୦ ମିଟର ଏବଂ ୪୦୦ ମିଟର ଦୌଡ଼ ବର୍ଗରେ କ୍ରମାଗତ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ହ୍ୟାଟ୍ରିକ ମାରି ଓଡ଼ିଶା ଏବଂ ସତ୍ୟବାଦୀ ପାଇଁ ସୁନାମ ଅର୍ଜନ କରିଛନ୍ତି ଏବଂ ବଲିଉଡ୍ ସିନେ ଅଭିନେତ୍ରୀ ଆଦା ଶର୍ମା ଙ୍କ ଠାରୁ ପ୍ରତିଯୋଗିତାର ସର୍ବଶ୍ରେଷ୍ଠ ପାରା ଆଥଲେଟ ଭାବରେ ପୁରସ୍କୃତ ହୋଇ ରାଜ୍ୟ ପାଇଁ ଗୌରବ ଏବଂ ସୁନାମ ଅର୍ଜନ କରିଛନ୍ତି।
Social Icons
Featured Posts











