Home / ବିବାହ ବାର୍ଷିକୀ / 25 ବର୍ଷ ବୈବାହିକ ଜୀବନ ରେ ପଦାର୍ପଣ ହେଲେ ପ୍ରଦୀପ୍ତ ଓ ସବିତା

25 ବର୍ଷ ବୈବାହିକ ଜୀବନ ରେ ପଦାର୍ପଣ ହେଲେ ପ୍ରଦୀପ୍ତ ଓ ସବିତା

marriage

କାକଟପୁର ୧୨ /୦୩/୨୦୨୫ ( ତୁଷାର ଦୀକ୍ଷିତ ) ଆଜି କାକଟପୁର ସେବାୟତ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ର ଉପଦେଷ୍ଟା କମିଟି ସଦସ୍ୟ, ସେବକ ସମିତି ସଦସ୍ୟ, ମଙ୍ଗଳା କ୍ରିକେଟ କ୍ଳବ ର ସଭାପତି ଙ୍କର ଆଜି ହେଉଛି ୨୫ ତମ ବିବାହ ବାର୍ଷିକୀ ପୂର୍ତ୍ତି ଅବସରରେ ଅସ୍ତରଙ୍ଗ ପୀର ଜାହାନିଆ ପୀଠ ଥରେ ମହା ଆଡ଼ମ୍ବର ରେ ପାଳିତ ହୋଇ ଯାଇଛି, ଏଥିରେ ସମସ୍ତ ସେବାୟତ ଓ ବନ୍ଧୁ ପରିଜନ ମାନଙ୍କୁ ଶ୍ରୀ ଦୀକ୍ଷିତ ସାମିଲ କରିବା ସହିତ ୨୫ ବର୍ଷ ର ସ୍ମୃତି ବଖାଣି ଥିଲେ ।

anni1

ତାଙ୍କର ଏକ ମାତ୍ର ପୁତ୍ର ସୋହନ ଓ ଝିଅ ହେନୁରୀ ମଧ୍ୟ ପାଖରେ ଉପସ୍ଥିତ ଥିଲେ, ଉପସ୍ଥିତ ଶୁଭେଛୁ, ହିତାକାଂକ୍ଷୀ ମାନେ ଦୁଆରୀ ଭାଇନାଙ୍କ ସହିତ ବିଶେଷ ମୁହୂର୍ତ୍ତ ଗୁଡିକୁ ରୋମନ୍ଥନ କରିବା ସହିତ ନିଜ ନିଜର ସ୍ମୁତି ବଖାଣି ଥିଲେ, ଏହି ପରିପ୍ରେକ୍ଷୀରେ ନିଜେ ଭାଇନା ମଧ୍ୟ କାମ କରୁଥିବା ବୀମା ସଂସ୍ଥା ଓ ଯୋଗ ଦେଇଥିବା ଅତିଥି ମାନେ ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ବିନିମୟ କରିଥିଲେ। ତେବେ ଯାହା ହେଉନା କାହିଁକି ଭାଇନା ସମସ୍ତଙ୍କର ନିଜର ହୋଇ ସୁସୁବିଧା ଓ ଅସୁବିଧା ସମୟରେ ଛିଡା ହୁଅନ୍ତି ଏବଂ ସବୁ କାମରେ ସହଯୋଗ ର ହାତ ବଢ଼ାଇ ଥାନ୍ତି, ଉପସ୍ଥିତ ସଦସ୍ୟ ମାନେ ଭାଇନାଙ୍କ ସୁଖ ଓ ନିରାମୟ ଜୀବନ ପାଇଁ ଠାକୁରାଣୀ ମା ମଙ୍ଗଳା ଙ୍କ ପାଖରେ ଜଣାଇ ଶେଷରେ ଭୋଜିରେ ସାମିଲ ହୋଇ ନିଜ ନିଜ ଘରକୁ ଫେରିଥିଲେ ।
ଶାଶ୍ଵତ ଟିଭି ତରଫରୁ ଦମ୍ପତିଙ୍କୁ ୨୫ ବର୍ଷ ବିବାହ ବାର୍ଷିକ ପାଇଁ ଅନେକ ଶୁଭେଛା ଓ ଶୁଭ କାମନା ।

anni2

SPREAD YOUR LOVE WITH YOUR FRIENDS AND FAMILY