Home / ମନୋରଞ୍ଜନ / ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟ ର ୧୯୮୩ ମସିହା ବ୍ୟାଚ ର ବନ୍ଧୁ ମିଳନ

ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟ ର ୧୯୮୩ ମସିହା ବ୍ୟାଚ ର ବନ୍ଧୁ ମିଳନ

img 20250401 wa0036

ଡେଲାଙ୍ଗ: ୦୧/୦୪/୨୦୨୫- ନିପ୍ର, ମହତାବ ଉଚ୍ଚ ବିଦ୍ୟାଳୟ ର ୧୯୮୩ ମସିହା ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟ କ୍ରମ କାଳୁପଡ଼ା ର ଆରାଧ୍ୟ ଠାକୁରାଣୀ ମା ଗଡ଼ ଚଣ୍ଡୀ ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।°✓ସାଥୀ ଦୁର୍ଗା ଚରଣ ବେହେରା ଙ୍କ ସ୍ମୃତି ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଡେଲାଙ୍ଗ ମେଡିକାଲ ରେ ଫଳ,କ୍ଷୀର, ରୋଗୀ ମାନଙ୍କୁ ବଣ୍ଟନ କରାଯାଇଥିଲା। ଡ଼ଃ ସୋନି ସାମନ୍ତରାୟ, ଡଃ ସନ୍ତୋଷ ତ୍ରିପାଠୀ ଉପସ୍ଥିତ ଥିଲେ।ମା ଗଡ଼ ଚଣ୍ଡୀ ଙ୍କ ନିକଟରେ ବୃକ୍ଷ ରୋପଣ କରାଯାଇଥିଲା।ବନ୍ଧୁ ଦିଲ୍ଲୀପ କୁମାର ପଟ୍ଟନାୟକ ଙ୍କ ନେତୃତ୍ଵ ରେ ଉପସ୍ଥିତ ରବୀନ୍ଦ୍ର ପରିଡ଼ା,ନିର୍ମଳ ପରିଡ଼ା,ସାରଙ୍ଗ ଶ୍ରୀଚନ୍ଦନ,ସାମ୍ବାଦିକ ସିଦ୍ଧାର୍ଥ ବଳବନ୍ତରାୟ,ପୂର୍ଣ୍ଣଚନ୍ଦ୍ର ପଲେଇ,ପ୍ରକାଶ ଶ୍ରୀଚନ୍ଦନ,ଗଙ୍ଗାଧର ମଲ୍ଲିକ,ପଦ୍ମଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY