Home / ମୁଖ୍ୟ ଖବର / ପୁରୀ ଜିଲ୍ଲା ସଫ୍ଟବଲ ସଂପାଦକ,ସଭାପତି ଓ କୋଷାଧକଙ୍କୁ ସମନ୍ଧନା

ପୁରୀ ଜିଲ୍ଲା ସଫ୍ଟବଲ ସଂପାଦକ,ସଭାପତି ଓ କୋଷାଧକଙ୍କୁ ସମନ୍ଧନା

31 5 news1

ପୁରୀ : ତା ୩୦.୦୫.୨୦୨୫ – (ତୃପ୍ତୀମୟୀ ଜେନା)- ପୁରୀ ରେ ଝାଡେଶ୍ଵରୀ କ୍ଲବ ପ୍ରାଙ୍ଗଣରେ କ୍ଲବର ସମସ୍ତ କର୍ମକର୍ତା ଏବଂ ଅନ୍ୟାନ୍ୟ ପୁରୀ ଜିଲ୍ଲାର ଖେଳର ସଂପାଦକ ମାନେ ଉପସ୍ଥିତ ରହି ପୁରୀ ଜିଲ୍ଲା ସଫ୍ଟବଲର ସଭାପତି- ଶ୍ରୀଯୁକ୍ତ ଅରବିନ୍ଦ ଦାସ, ସଂପାଦକ-ଶ୍ରୀଯୁକ୍ତ ରଞ୍ଜନ କୁମାର ରଥ, କୋକ୍ଷାଧକ-ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କୁ ଝାଦେଶୁରୀ କ୍ଲବର ସଂପାଦକ ଶ୍ରୀଯୁକ୍ତ ପାର୍ଥ ସାରଥୀ ମହାପାତ୍ର, କଲଚୁରାଲ ସଂପାଦକ ଶ୍ରୀଯୁକ୍ତ ନିମେଇ ଚରଣ ଦାସ,ଥ୍ରୋ ବଲର ସଂପାଦକ ଶ୍ରୀଯୁକ୍ତ ଦିପ୍ତି ରଞ୍ଜନ ସାମନ୍ଥରାଏ,ଆର୍ଚେରୀ ସଂପାଦକ ଶୁଯୁକ୍ତ ମଳୟ କୁମାର ନାୟକ ଓ ଉପସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପୃଷ୍ଟି ସମେସ୍ତ ଉପସ୍ଥିତ ରହି ସଂବଦ୍ଧନା ଜଣାଇଥୁଲେ ।

ଶ୍ରୀ ମହାପାତ୍ର ଆଗାମୀ ଦିନରେ ସଂଫ୍ଟବଲ ଖେଳର ପ୍ରଚାର ଏବଂ ପ୍ରସାର ପାଇଁ ଝାଦେଶ୍ଵରୀ କ୍ଲବ୍ ତରଫରୁ ସମସ୍ତ ପ୍ରକାରର ସୁବିଧା ଓ ସହଯୋଗ ପାଇଁ ଶ୍ରୀ ରଥଙ୍କୁ ପ୍ରତିଶୃତି ଦେଇଥିଲେ ।

SPREAD YOUR LOVE WITH YOUR FRIENDS AND FAMILY