Home / ମୁଖ୍ୟ ଖବର / ଓଡ଼ିଶାରେ ପଦ୍ମଭୂଷଣ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା

ଓଡ଼ିଶାରେ ପଦ୍ମଭୂଷଣ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା

whatsapp image 2025 07 28 at 19.01.28 4d04f7fa

ପୁରୀ- ୨୮/୦୭/୨୦୨୫- ତୃପ୍ତିମୟୀ ଜେନା – ଆଜିଠାରୁ କଟକ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ଆୟୂଷ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଆୟୂର୍ବେଦ ଓ ଚରକ ସଂହିତା ଉପରେ ପର୍ଯ୍ୟବସିତ ୬ ଦିନିଆ କାର୍ଯ୍ୟକ୍ରମ। “ଚରକାୟନ” ରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି ସର୍ବଭାରତୀୟ ଆୟୂର୍ବେଦ କଂଗ୍ରେସ ତଥା ରାଷ୍ଟ୍ରୀୟ ଆୟୂର୍ବେଦ ବିଦ୍ୟାପୀଠର ସଭାପତି ପଦ୍ମଭୂଷଣ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା। ଗତକାଲି ବିଳମ୍ବିତ ରାତିରେ ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ସମଗ୍ର ବିଶ୍ୱରେ ଏକ ନିରୋଗମୟ ସମାଜ ଗଠନ ସହ ଚଳିତ ଶତାବ୍ଦୀରେ ଯୋଗ ଭଳି ଆୟୂର୍ବେଦକୁ ମଧ୍ୟ ଉପଯୁକ୍ତ ମାନ୍ୟତା ମିଳିବ ବୋଲି ଆଶା ପ୍ରକଟ କରିଛନ୍ତି । ଆୟୁର୍ବେଦ ଦ୍ବାରା ମାନବ ସମାଜରୁ ସବୁ ପ୍ରକାର ରୋଗର ମୁଳୋତ୍ପାଟନ ହୋଇଥାଏ ବୋଲି ବାର୍ତ୍ତା ଦେଇଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply