Home / ମୁଖ୍ୟ ଖବର / ଶ୍ରୀମଦ ଭାଗବତ କଥାରେ ଜଗତସିଂହପୁର ର ସଂଜୀବ ସେନାପତି ସଂମ୍ମାନିତ

ଶ୍ରୀମଦ ଭାଗବତ କଥାରେ ଜଗତସିଂହପୁର ର ସଂଜୀବ ସେନାପତି ସଂମ୍ମାନିତ

whatsapp image 2025 08 24 at 21.07.20 4201643c

ପୁରୀ, ୨୪/୦୮/୨୦୨୫- ନି:ପ୍ର- ଉତ୍ତର ପ୍ରଦେଶ ଫରିଜାବାଦ ଭାଗବତ ସେବା ପରିଷଦ ତରଫରୁ ପୁରୀ ବଡଦାଣ୍ଡ ସ୍ଥିତ ଗୃରୁ ଇଷ୍ଟେଟ ପରିସରରେ ଆୟୋଜିତ ଶ୍ରୀମଦ ଭାଗବତ ସପ୍ତାହ ଉଦଯାପନୀ ଉତ୍ସବ ରେ ଜଗତସିଂହପୁର ଜିଲ୍ଲାର ଆଧ୍ୟାତ୍ମିକ ସମାଜସେବୀ ସଂଜୀବ କୁମାର ସେନାପତି ଙ୍କୁ କଥା ବ୍ୟାସ ହରି ଓଁ ଶରଣ ଜୀ ଆଶୀର୍ବାଦ ପୂର୍ବକ ସଂମ୍ମାନିତ କରିଥିଲେ |ଏହି ଉତ୍ସବ ରେ ମହେଶ ଚନ୍ଦ ଗର୍ଗ, ସଂଜୀବ ଅଗ୍ରୱାଲ, ରାଜେଶ ଶର୍ମା, ପ୍ରଦୀପ ଅଗ୍ରୱାଲ, ଦିନାନାଥ ଗର୍ଗ, ମହେଶ ଅଗ୍ରୱାଲ, ସୁନିଲ ଜିନ୍ଦଲ, ବ୍ରଜମୋହନ ପଚୋରି, ଅଭିଷେକ ଚଞ୍ଚଲ ପ୍ରମୁଖ ଉପସ୍ଥିତ ଥିବାବେଳେ ବିଭିନ୍ନ ରାଜ୍ୟରୁ ଆସିଥିବା ତିନି ହଜାର ଶ୍ରଦ୍ଧାଳୁ ଙ୍କୁ ଅର୍ନ୍ନ ପ୍ରସାଦ ସେବା କରାଯାଇଥିଲା |

whatsapp image 2025 08 24 at 21.07.20 df2fa5fb
whatsapp image 2025 08 24 at 21.07.20 df2fa5fb
SPREAD YOUR LOVE WITH YOUR FRIENDS AND FAMILY

Leave a Reply