ପୁରୀ:୯/୯/୨୦୨୫ – ନି:ପ୍ର – ଜିଲ୍ଲା କ୍ରୀଡା ସଂସଦ ,ପୁରୀ ଶ୍ରୀମନ୍ଦିର ସେବାୟତ ନିଯୋଗ ପୁରୀର କ୍ରୀଡ଼ାବିତ ଓ ଅନୁଷ୍ଠାନ ,ପୁରୀର ବିଭିନ୍ନ ଜାଗାଘର ମାନ ଆଦି ସିଂହଦ୍ୱାର ଠାରେ ଶ୍ରୀଜଗନ୍ନାଥ ଙ୍କ ଚରଣ ରେ ସ୍ବର୍ଗତ ଲକ୍ଷ୍ମୀ ନାରାୟଣ ମହାସୁଆର ଙ୍କ ଅମର ଆତ୍ମାର ସଦଗତି ପାଇଁ ଦୀପ ଦାନ କରିଥିଲେ।ଏଥିରେ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର ,ରାମଚନ୍ଦ୍ର ପାଢ଼ୀ ଓଦିଶା କୁସ୍ତି ସଭାପତି ଶ୍ରୀ ନାରାୟଣ ମହାସୁଆର, ସମ୍ପାଦକ ସୁଆର ମହାସୁଆର ନିଯୋଗ କେଦାର ନାଥ ଖୁଣ୍ଟିଆ,ସମ୍ପାଦକ ପ୍ରତିହାରୀ ନିଯୋଗ ,ଶ୍ୟାମସୁନ୍ଦର ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ,ହରିହର କର,ଲକ୍ଷ୍ମୀନାରାୟଣ ପଟନାୟକ, ଲକ୍ଷ୍ମୀକାନ୍ତ ବେହେରା,ନରସିଂହ ଲେଙ୍କା,ଗଣେଶ ମହାସୁଆର, ଭୀମସେନ ପଲଙ୍କ ଧାରୀ, ପ୍ରତାପ ପ୍ରଧାନ ,ଆଲୋକ ଦଳେଇ,ଖୁଣ୍ଟିଆ ଜାଗା ,ମାଆ ବସନ୍ତେଇ,ବାରବାଟି ଜାଗା ,ଗୁରୁ ହନୁମାନ, ଜଗନ୍ନାଥ ବଲ୍ଲଭ, ପଂଚମୁଖୀ,ସୁରଜମଲ ସାହା କଲେଜ ,ନରସିଂହ ବଲ୍ଲଭ ଜାଗା ,ବଡ଼ ଆଖଡା ଜାଗା ,ବିଶୁନି ଜାଗା, ଓଡିଶା ପୋଷ୍ଟାଲ ପ୍ରଭୃତି ଅନୁଷ୍ଠାନ ର କ୍ରୀଡ଼ାବିତ ପୁରୁଷ ଓ ମହିଳା କୁସ୍ତିବିତ ମାନେ ଉପସ୍ଥିତ ଥିଲେ।ସିବିଚ କ୍ଲବ ସଂସଦ ସମ୍ପାଦକ ରବିଶଙ୍କର ପ୍ରତିହାରୀ ଏହାକୁ ସଂଯୋଜନା କରିଥିଲେ।








