Home / ମୁଖ୍ୟ ଖବର / ଚଣ୍ଡିଗଡ଼ ରେ ଥିବା ଚିତକାରା ୟୁନିଭର୍ସିଟି ର ଛାତ୍ର ଛାତ୍ରୀ ମାନେ ପୁରୀ ରେ ଥିବା ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ

ଚଣ୍ଡିଗଡ଼ ରେ ଥିବା ଚିତକାରା ୟୁନିଭର୍ସିଟି ର ଛାତ୍ର ଛାତ୍ରୀ ମାନେ ପୁରୀ ରେ ଥିବା ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ

whatsapp image 2025 09 14 at 18.49.36 d1d91b23

ଚଣ୍ଡିଗଡ଼ ରେ ଥିବା ଚିତକାରା ୟୁନିଭର୍ସିଟି ର ଛାତ୍ର ଛାତ୍ରୀ ମାନେ ପୁରୀ ରେ ଥିବା ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ଙ୍କ ସ୍ୟାଣ୍ଡ ଆର୍ଟ ପାର୍କ ରେ ବାଲୁକା କଳା ର ଟ୍ରେନିଂ ନେଇଛନ୍ତି | ଚିତକାରା ୟୁନିଭେର୍ସିଟି ର ଛାତ୍ର ଛାତ୍ରୀ ମାନେ ପୁରୀ ଆସି ମାନସ ସାହୁ ଙ୍କ ତତ୍ୱାବଧାନ ରେ ବଳିଆପଣ୍ଡା, ଲାଇଟ ହାଉସ ନିକଟସ୍ଥ ବେଳାଭୂମି ରେ ଥିବା ମାନସ ସାହୁ ଙ୍କ ସ୍ୟାଣ୍ଡ ଆର୍ଟ ପାର୍କ ରେ ବାଲୁକା କଳା ର ଟ୍ରେନିଂ ନେଇଛନ୍ତି|

whatsapp image 2025 09 14 at 18.49.36 57d2602d

ମାନସ ସାହୁ ତାଙ୍କୁ ବିଭିନ୍ନ ସାମୁଦ୍ରିକ ଜୀବ ମାନଙ୍କ ର ବାଲୁକା କଳା ଶିଖାଇଛନ୍ତି| ଏବଂ ସେ ଏହି ବାଲୁକା କଳା ରେ କିପରି କଇଁଛ ଏବଂ ସାମୁଦ୍ରିକ ଜୀବ ମାନଙ୍କ ସୁରକ୍ଷା କରିପାରିବା ର ବାର୍ତ୍ତା ମଧ୍ୟ୍ୟ ଦେଇଛନ୍ତି ଏଥିରେ ମାନସ ସାହୁ ଙ୍କୁ ସମାଜସେବୀ କେଦାରନାଥ ମହାପାତ୍ର, ସତ୍ୟନାରାୟଣ ପାତ୍ର ସହଯୋଗ କରିଛନ୍ତି|

SPREAD YOUR LOVE WITH YOUR FRIENDS AND FAMILY

Leave a Reply