Home / ମୁଖ୍ୟ ଖବର / ପୁରୀ  କଂଗ୍ରେସ କମିଟି ପକ୍ଷରୁ  ମହାତ୍ମା ଗାନ୍ଧୀଙ୍କ ୧୫୬ ତମ ଜନ୍ମ ଦିବସ 

ପୁରୀ  କଂଗ୍ରେସ କମିଟି ପକ୍ଷରୁ  ମହାତ୍ମା ଗାନ୍ଧୀଙ୍କ ୧୫୬ ତମ ଜନ୍ମ ଦିବସ 

whatsapp image 2025 10 03 at 00.34.56 011826ab

ପୁରୀ :୦୨/୧୦/୨୦୨୫ –   ଜାତିର ଜନକ ପରମପୁଜ୍ୟ ମହାତ୍ମା ଗାନ୍ଧୀଙ୍କ ୧୫୬ ତମ ଜନ୍ମ ଦିବସ ଅବସରରେ ଗାନ୍ଧୀ ସ୍ମୃତି ପୀଠ, ପୁରୀ ଠାରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି ଏବଂ ଗାନ୍ଧୀ କଥା ଆଲୋଚନା ହୋଇଥିଲା ଦେଶ ଜାତି ର ଗଠନରେ ତଥା ସତ୍ୟ ଓ ଅହିଂସାର ଆଧାରରେ ଆମ ଦେଶ ଭାରତ ସ୍ୱାଧୀନ ତଥା ଆଜି ଆନ୍ତର୍ଜାତୀୟ ସ୍ତରରେ ସ୍ବତନ୍ତ୍ର ଗାନ୍ଧୀଙ୍କ ଦର୍ଶନ ପାଠ୍ୟକ୍ରମ ଅଗ୍ରଣୀ ଭୂମିକା ନେଇଛି । ଆଜିର କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ ରାଜେଶ କୁମାର ମିଶ୍ର ଙ୍କ ନେତୃତ୍ବରେ ସଂପାଦିତ ହୋଇଥିବା ବେଳେ ପିସିସି ପୂର୍ବତନ ସଂପାଦକ ବିଶ୍ଵନାଥ ଦାଶ, ନଗର କଂଗ୍ରେସ ସଭାପତି ଅମରେନ୍ଦ୍ର ପାଇକରାୟ, ଜିଲ୍ଲା ମୁଖପାତ୍ର ସ୍ବାଧୀନ କୁମାର ପଣ୍ଡା, ପୂର୍ବତନ କାଉନସିଲର ସରସ୍ବତୀ ପାତ୍ର, ସିତାକାନ୍ତ ମହାନ୍ତି, ସୁକାନ୍ତ କୁମାର ପ୍ରଧାନ, ଆର୍ତ୍ତତ୍ରାଣ ସାହୁ, ଅବିନାଶ ମିଶ୍ର, ଅମିୟ ମହାପାତ୍ର, ରାଜା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ  ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply