କଣାସ,ତା୩୧/୧୦ – କଣାସ ବ୍ଲକ ଅନ୍ତର୍ଗତ ଗ୍ରାମେଶ୍ବର ନୋଡାଲ ଆଞ୍ଚଳିକ ସାଧନ କେନ୍ଦ୍ରର ପଞ୍ଚମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ କବରେଶ୍ବର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତପନ କୁମାର ରାଉତରାୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବାଗତ କରିବା ସହ ବୈଠକର କାର୍ଯ୍ୟସୂଚୀର ସୂଚନା ପ୍ରଦାନ କରିଥିଲେ। ବୈଠକରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ,ସୁରେଶ ଚନ୍ଦ୍ର ସାହୁ,ଗୋପାଳ ସେଠୀ,ମଞ୍ଜୁ ଲତା ବିଶ୍ବାଳ,ମହେଶ୍ୱର ଟୁଡୁ କଲ୍ୟାଣ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଭାବେ ଏଫ୍,ଏଲ,ଏନ୍, ଟିଚର ମମତା ମୁର୍ମୁ,ବେଷ୍ଣବ କୋଦମା ସିଂହ,ଇନ୍ଦ୍ର କୁମାର ରାମ,ରମାମଣି ସାମନ୍ତରାୟ ଯୋଗ ଦେଇଥିଲେ। ଏହି ବୈଠକରେ ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର,ବହୁ ଶ୍ରେଣୀ ପରିଚାଳନା, ନିପୁଣ ବିଦ୍ୟାଳୟ, ଜିଲ୍ଲା ଭିତ୍ତିକ ଶୈକ୍ଷିକ ଆଲୋଚନା ହୋଇଥିଲା। ଉପସ୍ଥିତ ଶିକ୍ଷକମାନେ ବିଦ୍ୟାଳୟ ପରିଦର୍ଶନ କରି ଉପଯୁକ୍ତ ମାର୍ଗ ଦେଖାଇ ଥିଲେ । ଉକ୍ତ ବୈଠକ ଆଗାମୀ ଦିନରେ ଶିକ୍ଷକମାନଙ୍କୁ ଶିକ୍ଷଣକାର୍ଯ୍ୟ ପରିଚାଳନା ରେ ଯଥେଷ୍ଟ ସହାୟକ ହେବ ବୋଲି ଅନେକ ମତବ୍ୟକ୍ତ କରିଥିଲେ।ଗ୍ରାମେଶ୍ବରର ନୋଡାଲରେ ପଞ୍ଚମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ କଣାସ,ତା୩୧/୧୦ କଣାସ ବ୍ଲକ ଅନ୍ତର୍ଗତ ଗ୍ରାମେଶ୍ବର ନୋଡାଲ ଆଞ୍ଚଳିକ ସାଧନ କେନ୍ଦ୍ରର ପଞ୍ଚମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ କବରେଶ୍ବର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତପନ କୁମାର ରାଉତରାୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବାଗତ କରିବା ସହ ବୈଠକର କାର୍ଯ୍ୟସୂଚୀର ସୂଚନା ପ୍ରଦାନ କରିଥିଲେ। ବୈଠକରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ,ସୁରେଶ ଚନ୍ଦ୍ର ସାହୁ,ଗୋପାଳ ସେଠୀ,ମଞ୍ଜୁ ଲତା ବିଶ୍ବାଳ,ମହେଶ୍ୱର ଟୁଡୁ କଲ୍ୟାଣ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଭାବେ ଏଫ୍,ଏଲ,ଏନ୍, ଟିଚର ମମତା ମୁର୍ମୁ,ବେଷ୍ଣବ କୋଦମା ସିଂହ,ଇନ୍ଦ୍ର କୁମାର ରାମ,ରମାମଣି ସାମନ୍ତରାୟ ଯୋଗ ଦେଇଥିଲେ। ଏହି ବୈଠକରେ ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର,ବହୁ ଶ୍ରେଣୀ ପରିଚାଳନା, ନିପୁଣ ବିଦ୍ୟାଳୟ, ଜିଲ୍ଲା ଭିତ୍ତିକ ଶୈକ୍ଷିକ ଆଲୋଚନା ହୋଇଥିଲା। ଉପସ୍ଥିତ ଶିକ୍ଷକମାନେ ବିଦ୍ୟାଳୟ ପରିଦର୍ଶନ କରି ଉପଯୁକ୍ତ ମାର୍ଗ ଦେଖାଇ ଥିଲେ । ଉକ୍ତ ବୈଠକ ଆଗାମୀ ଦିନରେ ଶିକ୍ଷକମାନଙ୍କୁ ଶିକ୍ଷଣକାର୍ଯ୍ୟ ପରିଚାଳନା ରେ ଯଥେଷ୍ଟ ସହାୟକ ହେବ ବୋଲି ଅନେକ ମତବ୍ୟକ୍ତ କରିଥିଲେ।
ଗ୍ରାମେଶ୍ବରର ନୋଡାଲରେ ପଞ୍ଚମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ











